Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

#ଗର୍ବ_ଓ_ଗୌରବର_ମୁହୂର୍ତ୍ତ କଟକ ଅତିରିକ୍ତ ପୁଲିସ ଅଧୀକ୍ଷକ (Additional SP) ଶ୍ରୀମତୀ ମୀନାକ୍ଷୀ ଠାକୁରଙ୍କୁ ଓଡ଼ିଶା ପୁଲିସର ସର୍ବୋଚ୍ଚ ସମ୍ମାନମାନଙ୍କ ମଧ୍ୟରୁ ଅନ୍ୟତମ 'ଡିଜିପି ଡିସ୍କ (DGP's Disc)' ପ୍ରଦାନ କରାଯାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା, ସାହସିକତା, ସତ୍ୟନିଷ୍ଠା ଏବଂ ଜନସେବା ପ୍ରତି ଅତୁଟ ସମର୍ପଣ ପାଇଁ ସେ ଏହି ସମ୍ମାନରେ ଭୂଷିତ ହୋଇଛନ୍ତି। ଏହି ସଫଳତା କେବଳ କଟକ ପୁଲିସ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ନିଷ୍ଠା ଯୁବପିଢ଼ି ଓ ସମସ୍ତ ପୁଲିସ କର୍ମଚାରୀଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। #OdishaPolice #CuttackPolice #DGPDisc #ProudMoment #Inspiration #OdishaNews #National24

Khordha, Khordha | Aug 13, 2026

MORE NEWS

ସାଙ୍ଗ ନେଲେ ସାଙ୍ଗର ଜୀବନ l ମଦ ସାଜିଲା ମୃତ୍ୟୁର କାରଣ l ସାଙ୍ଗ ହୋଇ ମଦ ପିଇଲେ l ଶେଷରେ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲେ l 

ତିନି ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ 

ଏମିତି ଏକ ହୃଦୟ ଲୋମ ଟାଙ୍କୁରୀ ଯିବା ଭଳି ହତ୍ୟାକାଣ୍ଡ ଗତ 14 ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଜାମୁଗୁଡା ଗ୍ରାମରେ  ଘଟିଥିଲା l ଆଉ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l
 #Koraput #National24

ସାଙ୍ଗ ନେଲେ ସାଙ୍ଗର ଜୀବନ l ମଦ ସାଜିଲା ମୃତ୍ୟୁର କାରଣ l ସାଙ୍ଗ ହୋଇ ମଦ ପିଇଲେ l ଶେଷରେ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲେ l ତିନି ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ ଏମିତି ଏକ ହୃଦୟ ଲୋମ ଟାଙ୍କୁରୀ ଯିବା ଭଳି ହତ୍ୟାକାଣ୍ଡ ଗତ 14 ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଜାମୁଗୁଡା ଗ୍ରାମରେ ଘଟିଥିଲା l ଆଉ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l #Koraput #National24

Khordha, Khordha | Aug 17, 2026

#ଅନ୍ୟ_ରାଜ୍ୟରୁ_ଯୁବତୀଙ୍କ_ମୃତଦେହ_ଉଦ୍ଧାର
ସେମିଳିଗୁଡ଼ା ଥାନା ଗୁରୁଦ୍ବାର ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ଅଲବିନା ଗରଡ଼ାଙ୍କ ହତ୍ୟାକାଣ୍ଡର ସିନ ରିକ୍ରିଏସନ କଲା ପୋଲିସ୍।ହତ୍ୟା ଘଟଣାରେ ସୁନାବେଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ରାଜ୍ୟରୁ ଯୁବତୀଙ୍କ ମୃତଦେହକୁ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର l #Koraput #National24

#ଅନ୍ୟ_ରାଜ୍ୟରୁ_ଯୁବତୀଙ୍କ_ମୃତଦେହ_ଉଦ୍ଧାର ସେମିଳିଗୁଡ଼ା ଥାନା ଗୁରୁଦ୍ବାର ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ଅଲବିନା ଗରଡ଼ାଙ୍କ ହତ୍ୟାକାଣ୍ଡର ସିନ ରିକ୍ରିଏସନ କଲା ପୋଲିସ୍।ହତ୍ୟା ଘଟଣାରେ ସୁନାବେଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ରାଜ୍ୟରୁ ଯୁବତୀଙ୍କ ମୃତଦେହକୁ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର l #Koraput #National24

Khordha, Khordha | Aug 16, 2026

#ଶତାଧିକ_ବିଜେଡ଼ିକର୍ମୀ_ବିଜେପିରେ_ସାମିଲ
ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଲେ ଆଡମା ରାବା #AdamaRaba #BJP #BJD #BJPJoining #PoliticalNews #Malkangiri #OdishaPolitics #MalkangiriNews #nityanandgand #Odisha #National24

#ଶତାଧିକ_ବିଜେଡ଼ିକର୍ମୀ_ବିଜେପିରେ_ସାମିଲ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଲେ ଆଡମା ରାବା #AdamaRaba #BJP #BJD #BJPJoining #PoliticalNews #Malkangiri #OdishaPolitics #MalkangiriNews #nityanandgand #Odisha #National24

Khordha, Khordha | Aug 16, 2026