ଆଜି ଅନୁସୂଚିତ ଜାତି ମୋର୍ଚ୍ଚା, ବିଜେପି ଓଡିଶା ପ୍ରଦେଶ ପକ୍ଷରୁ ଜୋନ ସ୍ତରୀୟ ସମୀକ୍ଷା ବୈଠକ ଆନନ୍ଦପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି ।ବୈଠକରେ ଓଡିଶା ସଂଙ୍ଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି ମହୋଦୟ ବିଭିନ୍ନ ସାଂଗଠାନିକ କାର୍ଯ୍ୟ ର ସମୀକ୍ଷା ସହିତ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଏବଂ ଆଗାମୀ ଦିନର କିପରି ଗତିଶୀଳ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ।