ପଛୁଆ ବର୍ଗଙ୍କ ଶିକ୍ଷାଗତ ସଶକ୍ତିକରଣ ଓ ସାମାଜିକ ନ୍ୟାୟ ପ୍ରତି ଲୋକଙ୍କ ସରକାରଙ୍କ ଆଉ ଏକ ଐତିହାସିକ ପଦକ୍ଷେପ । ବୈଷୟିକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ST, SC ଓ SEBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଶିକ୍ଷାରେ ସମାନ ସୁଯୋଗ ଓ ସାମାଜିକ ଅନ୍ତର୍ଭୁକ୍ତିକୁ ଅଧିକ ସୁଦୃଢ଼ କରିଛନ୍ତି ସରକାର । ST ଛାତ୍ରଛାତ୍ରୀଙ୍କ ପାଇଁ ୨୨.୫%, SC ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫% ଏବଂ ପ୍ରଥମ ଥର SEBC ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ % ସଂରକ୍ଷଣ ଲାଗୁ ହୋଇଛି ।
Konark, Puri | Jun 3, 2026