Public App Logo
ଲଜ୍ୟା ଏ ଜଣେ ସରକାରୀ ବାବୂ । ଅନୁଗୋଳର ଆସିଷ୍ଟାଣ୍ଡ ଲେବର ଅଫିସର ବୋଲି ଜଣା ପଡ଼ିଛି । ବାବୂ ସରକାରୀ ତହବିଲରୁ ଦରମା ପାଉଛନ୍ତି । କିନ୍ତୁ ଆଜି ଯାଏ ଜାତୀୟ ପତାକାକୁ ଜାଣି ନାହାନ୍ତି !! #BreakingNews #BREAKING - Anugul News