#ଆଗାମୀ_୬_ଘଣ୍ଟା_ମଧ୍ୟରେ_ଆଉ_ଏକ_ବାତ୍ୟା!
👉ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ବଢ଼ୁଛି ବାତ୍ୟା ଆଶଙ୍କା।
👉 ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ।
👉ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା।
👉ଘଣ୍ଟାପ୍ରତି ୨୩ କିମି ବେଗରେ ସମୁଦ୍ର ମଧ୍ୟରେ ଆଗକୁ ବଢ଼ୁଛି।
👉ବିଶାଖାପାଟଣାଠାରୁ ୮୮୦ କିମି ଓ ଚେନ୍ନାଇଠାରୁ ୮୩୦ କିମି ଦୂରରେ ରହିଛି।
👉 ଆସନ୍ତା ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା।