ବାଲିଆପାଳ ସବରେଜିଷ୍ଟର ଅଫିସ ରେ ଭିଜିଲାନ୍ସ ଟିମର ଚଢ଼ାଉ।। ଘରବାଡି ପଟ୍ଟା ପାଂଇ ଜଣେ ବ୍ଯକ୍ତିଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍, ସୁନ୍ଦରୀ ସବରେଜିଷ୍ଟର ମନିଷା ମିଶ୍ର ଙ୍କୁ ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ ଟିମ୍, ବାରିପଦା ଭିଜିଲାନ୍ସ ର ୭ଜଣିଆ ଟିମ୍ ର ଚଢଉ, ପୂର୍ବରୁ ବିଭିନ୍ନ ଜମିଜମା ସମ୍ବନ୍ଧୀୟ କାର୍ଯ୍ଯ ପାଇଁ ଲୋକଙ୍କଠୁ ଲାଞ୍ଚ ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।। ଆଜି ଭିଜିଲାନ୍ସ ଜାଲରେ ଧରାପଡିଲେ ସୁନ୍ଦରୀ ସବରେଜିଷ୍ଟ୍ରାର ।©