Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ଆଗାମୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା -୨୦୨୬ ଉପଲକ୍ଷେ ଆଜି ଅପରାହ୍ନରେ ଏଡିଜି ପୋଲିସ, ଆଇଜି ପୋଲିସ, ପୁରୀ ଜ଼ିଲ୍ଲାପାଳ, ଏସପି, ପୁରୀ ମହାନଗର ନିଗମର କମିଶନର, ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଓବିସିସି ଇଞ୍ଜିନିୟର ଓ ବରିଷ୍ଠ ସେବାୟତମାନଙ୍କ ଏକ ଉଚ୍ଚ ସ୍ତରୀୟ ଦଳ ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ଚାଲୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବିଜେ ରାସ୍ତା ଉନ୍ନୟନ, ମନ୍ଦିର ପରିସରର ଭିତ୍ତିଭୂମି ସୁଦୃଢୀକରଣ, କିଚେନ ଆନେକ୍ସ, ଟୁଣିଆ ମହଲ ଓ ଅନ୍ୟାନ୍ୟ ସହାୟକ କାର୍ଯ୍ୟର ଗୁଣବତ୍ତା ଏବଂ ପ୍ରଗତି ଯାଞ୍ଚ କରାଯାଇଥିଲା। ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁଗମ ଚଳାଚଳ ଓ ଉନ୍ନତ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। #RathYatra2026

Konark, Puri | Jun 3, 2026

MORE NEWS

#ଫଟୋରେ_ଖବର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଙ୍ଗନା ରାଣାଓ୍ବତ
ପରିବେଶ ଦିବସରେ ଗଛ ଲଗାଇଲେ କଙ୍ଗନା
#Kanganaranawat #MohanMajhi CMO Odisha Mohan Charan Majhi Kangana Ranaut

#ଫଟୋରେ_ଖବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଙ୍ଗନା ରାଣାଓ୍ବତ ପରିବେଶ ଦିବସରେ ଗଛ ଲଗାଇଲେ କଙ୍ଗନା #Kanganaranawat #MohanMajhi CMO Odisha Mohan Charan Majhi Kangana Ranaut

Konark, Puri | Jun 5, 2026

କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। 
#WorldEnvironmentDay #konarknac #plantation

କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। #WorldEnvironmentDay #konarknac #plantation

Konark, Puri | Jun 5, 2026

#OSWALI ରେ ଜଳଭାଗରେ ଜୀବନରକ୍ଷାର ପ୍ରଦର୍ଶନ ଦେଖିଲେ ବ୍ରିକ୍ସ୍ ପ୍ରତିନିଧିବୃନ୍ଦ

  ପୁରୀଠାରେ ଆୟୋଜିତ ବ୍ରିକ୍ସ୍ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦଯାପନୀ ସମାରୋହ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିବୃନ୍ଦ ବିପର୍ଯ୍ୟୟ ପରିଚାଳନାରେ ପାରସ୍ପରିକ ସହଯୋଗ ସୁନିଶ୍ଚିତ କରିବା ନେଇ ଆଲୋଚନା କରିଛନ୍ତି। 

ଏଥିସହିତ ଅପରାହ୍ନରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ(OSWALI), ରାମଚଣ୍ଡୀ ପରିଦର୍ଶନ କରି ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ଦେଖି ପ୍ରଶଂସା କରିଛନ୍ତି।

#OSWALI ରେ ଜଳଭାଗରେ ଜୀବନରକ୍ଷାର ପ୍ରଦର୍ଶନ ଦେଖିଲେ ବ୍ରିକ୍ସ୍ ପ୍ରତିନିଧିବୃନ୍ଦ ପୁରୀଠାରେ ଆୟୋଜିତ ବ୍ରିକ୍ସ୍ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦଯାପନୀ ସମାରୋହ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିବୃନ୍ଦ ବିପର୍ଯ୍ୟୟ ପରିଚାଳନାରେ ପାରସ୍ପରିକ ସହଯୋଗ ସୁନିଶ୍ଚିତ କରିବା ନେଇ ଆଲୋଚନା କରିଛନ୍ତି। ଏଥିସହିତ ଅପରାହ୍ନରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିବୃନ୍ଦ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ(OSWALI), ରାମଚଣ୍ଡୀ ପରିଦର୍ଶନ କରି ସମସ୍ତ ପ୍ରତିରକ୍ଷା ବ୍ୟବସ୍ଥା ଦେଖି ପ୍ରଶଂସା କରିଛନ୍ତି।

Konark, Puri | Jun 5, 2026