Public App Logo
Profile Picture

Ranpur News

@ranpurlive
46143Followers
42Following
ରଣପୁର: ରଣପୁର ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରଥକାଠ ଅନୁକୂଳ ଲାଗି ବନ ବିଭାଗକୁ ଗଲା ନିମନ୍ତ୍ରଣ
ରଣପୁର: ରଣପୁର ରେ ଶ୍ରୀରାମ ନବମୀ ହଜାର ହଜାର ଭକ୍ତଙ୍କ ଗହଣରେ ଧୁମ୍ ଧାମରେ ପାଳିତ
ରଣପୁର: ରାଜସୁନାଖଳା ମା' ଦକ୍ଷିଣକାଳୀ ମନ୍ଦିର ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ
ରଣପୁର: ରଣପୁରରେ ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମା ପାଢୀଙ୍କ ଉପରେ ପୁଣି ଭରସା କଲା ଦଳ
ରଣପୁର: ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
ରଣପୁର: ଡିମିଶର ଗ୍ରାମରେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ସମ୍ମିଳନୀରେ ଯୋଗଦେଲେ : ବିଧାୟକ
ରଣପୁର: ଅନ୍ଧାରୁଆ ଓ କୃଷ୍ଣପୁର ଗ୍ରାମରେ ଲାଭାର୍ଥି ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ : ରଣପୁର ପୂର୍ବତନ ବିଧାୟିକା
ରଣପୁର: ତୃତୀୟ ଥର ପାଇଁ ଟିକେଟ ହାତେଇଲେ ବିଧାୟକ,ରାଇପଡା ଦଳୀୟ କର୍ମୀଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ
ରଣପୁର: ତୃତୀୟ ଥର ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ଘୋଷଣା ପରେ ରଣପୁରର ମା'ମଣିନାଗ ପୀଠରେ ମା'ଙ୍କ ଆଶିଷ ନେଲେ : ରଣପୁର ବିଧାୟକ
ରଣପୁର: ଗୋପାଳପୁରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ରଣପୁର: ରାଜସୁନାଖଳା କଙ୍କାଳି ଦେବୀଙ୍କ ମନ୍ଦିର ପରିସରରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ
ରଣପୁର: ଗୌରଚନ୍ଦ୍ରପୁର ଛକ ନିକଟରେ ,ଟ୍ରଲର୍ ପଛରେ ପଶିଗଲା କାର୍ ଜଣ ମୃତ ଓ ୩ ଜଣ ଗୁରୁତର
ରଣପୁର: କଣ୍ଟାସିରି ସାହି ଓ ପାଇକ ସାହିରେ ଆୟୋଜିତ ନାମ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଲେ : ବିଧାୟକ
ରଣପୁର: ଡ଼ମସାହିରେ ରଣପୁର ବ୍ଲକ୍ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ନେଇ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରଣପୁର: ରାଜସୁନାଖଳାକୁ ଏନ୍ଏସି ମାନ୍ୟତା ପ୍ରଦାନ ଦାବିର ଚତୁର୍ଥ ଦିନରେ ଏଡିଏମ୍ ଙ୍କ ପ୍ରତିଶୃତି ପରେ ଭଙ୍ଗକଲେ ଆମରଣ ଅନଶନ
ରଣପୁର: ରାଜସୁନାଖଳା କୁ ଏନ୍ ଏ ସି ମାନ୍ୟତା ଦାବିରେ ଦ୍ବିତୀୟ ଦିନ ଆମରଣ ଅନଶନରେ ବସିଥିବା ସାମ୍ବାଦିକ:ଆର୍ତ୍ତତ୍ରାଣ ରଖିଲେ ପ୍ରତିକ୍ରିୟା
ରଣପୁର: ରଣପୁର ମଣିନାଗ ସାହିରୁ ଶାଶୁ ଘରୁ ବୋହୂର ମୃତଦେହ ଉଦ୍ଧାର,ରଣପୁର ଥାନାରେ ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକ
ରଣପୁର: ରାଜସୁନାଖଳା କୁ ଏନ୍ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନରେ ବସିଲେ : ସାମ୍ବାଦିକ
ରଣପୁର: ରାଜସୁନାଖଳା ରେଲୱେ ଓଭର ବ୍ରିଜ୍ ନିକଟରେ କାର୍ କୁ ଧକ୍କା ଦେଲା ବାଇକ୍,୨ଆହାତ
ରଣପୁର: ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ପରିସରରେ ସମୀକ୍ଷା ବୈଠକ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସି.ଆର.ସି.ସି
ରଣପୁର: ରଣପୁର ବ୍ଲକ ପରିସରରେ ବିଏସକେୱାଇ ନବୀନ କାର୍ଡ ବଣ୍ଟନ କଲେ ବିଧାୟକ
ପିପିଲି: ନିର୍ମାଣର ୫ମାସ ନ'ପୁରୁଣୁ ମୟୂରଝାଲିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର କାନ୍ଥରେ ଫାଟ, ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି ଶିକ୍ଷାଦାନ
ପିପିଲି: ଶରଣକୁଳ କୁ ଏନ୍ଏସି ମାନ୍ୟତା ପ୍ରଦାନ ପରେ ଭୁବନେଶ୍ୱରରେ ୫ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଅଞ୍ଚଳ ବାସିନ୍ଦା
ପିପିଲି: ରଣପୁର ପଞ୍ଚୁଦୋଳ ପଡ଼ିଆ ସହିଦ୍ ରଘୁ ଦିବାକର ମଣ୍ଡପରେ :ଓୟୁଜେ ରଣପୁର ଶାଖା ତରଫରୁ କଳାବ୍ୟାଚ ପରିଧାନ
ପିପିଲି: ରାଇପଡା ଛକ ନିକଟରେ ମାଲ୍ ବୋଝେଇ କଣ୍ଟେନର ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ