Public App Logo
Profile Picture

ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଖବର

@bikash203big
1175Followers
18Following
ଫୁଲବାଣୀ ସହର: ରାତି ଅଧରେ କିସ୍ତି ଟଙ୍କା ଆଦାୟ କରୁଛି ମୁଥୁଡ଼ ଫାଇନାନ୍ସ
ଫୁଲବାଣୀ ସହର: କନ୍ଧମାଳ ରେ ବଢ଼ୁଛି ଶୀତର ପ୍ରକୋପ, ଫୁଲବାଣୀ ରେ ପ୍ରାତଃ ଭ୍ରମଣ ରେ ବ୍ୟସ୍ତ ସାଧାରଣ ଲୋକ
ଫୁଲବାଣୀ ସହର: ଖଜୁରୀପଡା ବ୍ଲକ ର ସାଂସଦ ପ୍ରତିନିଧି ଭାବରେ ଦାୟିତ୍ୱ ନେଲେ ମନୋଜ କୁମାର ପଣ୍ଡା
ଫୁଲବାଣୀ ସହର: ଜିଲ୍ଲା ସ୍ତରୀୟ ଅନୁସୂଚିତ ଜାତି ଓ  ଜନଜାତି ସରକାରୀ କର୍ମଚାରୀ ସଙ୍ଘର ବାର୍ଷିକ ସମ୍ମିଳନୀ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଛି ।
ଫୁଲବାଣୀ ସହର: ସମସ୍ୟା ସମାଧାନ ନେଇ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ 108 କର୍ମଚାରୀ।
ଫୁଲବାଣୀ ସହର: ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସମନ୍ୱୟ ସମିତିର ପ୍ରସ୍ତୁତି ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ
ଫୁଲବାଣୀ ସହର: ପୁନର୍ବାର ନିଯୁକ୍ତି ଦାବି ନେଇ ଖଜୁରୀପଡା ବିଏଲଓଙ୍କୁ ଭେଟିଲେ ଇସି ମେମ୍ବର
ଫୁଲବାଣୀ ସହର: ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲା ଶିକ୍ଷା ଅଧିକାରୀ
ଫୁଲବାଣୀ ସହର: ଦୁତିପଡ଼ା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ
ଫୁଲବାଣୀ ସହର: ଖଜୁରୀପଡା ସ୍ଥିତ ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ମଦ ବିକ୍ରି କରୁଥିବା ଅଭିଯୋଗ
ଫୁଲବାଣୀ ସହର: କେରେଡ଼ିରେ ଅଭାବନୀୟ ଘଟଣା, ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ବୃଦ୍ଧ
ଫୁଲବାଣୀ ସହର: କନ୍ଧମାଳ ବାସୀଙ୍କୁ ଦଶହରା ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଲେ କନ୍ଧମାଳ ସାଂସଦ
ଫୁଲବାଣୀ ସହର: ଗୋପବନ୍ଧୁ ଜୟନ୍ତୀ ଅବସରରେ ଦୁତିମେଣ୍ଡି ଠାରେ ଉତ୍କଳମଣୀ ଯୁବକ ସଂଘ ଆୟୋଜନ କରିଛି ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ।
ଫୁଲବାଣୀ ସହର: ଫୁଲବାଣୀ ଠାରେ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଫୁଲବାଣୀ ସହର: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଟଗଡ଼ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇ ଯାଇଛି।
ଫୁଲବାଣୀ ସହର: ଫୁଲବାଣୀ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ, ୮୫ ୟୁନିଟ ରକ୍ତ ସଂଗୃହିତ
ଫୁଲବାଣୀ ସହର: ଜଗାଲି ବାଣୁଆ ଭଳି ପାରମ୍ପରିକ ନୃତ୍ୟ ପରିବେଷଣ କରି ବିଚାରକଙ୍କ ମନ କିଣିଲେ ଡେହେଙ୍ଗି ସ୍କୁଲ ର କୁନି କୁନି ପ୍ରତିଯୋଗୀ ମାନେ
ଫୁଲବାଣୀ ସହର: ଦୁତିମେଣ୍ଡି ରେ ପାରମ୍ପରିକ ନୃତ୍ୟ ରେ ନାଚିଲେ ଛାତ୍ର ମାନେ
ଫୁଲବାଣୀ ସହର: ଦୁତିମେଣ୍ଡି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଫୁଲବାଣୀ ସହର: ମଲିକ ସାହିରେ କିଡ଼ନୀ ରୋଗରେ ପରିବାରର ଏକମାତ୍ର ରୋଜଗାରିଆ ଥିବା ଗୋପବନ୍ଧୁଙ୍କ ମୃତ୍ୟୁ; ଚିନ୍ତାରେ ପରିବାର, ପ୍ରତିକ୍ରିୟା ଦେଲେ ସ୍ତ୍ରୀ
ଫୁଲବାଣୀ ସହର: ଗାନ୍ଧୀ ଜୟନ୍ତୀ ଅବସରରର ରାଣୀପଥର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଫୁଲବାଣୀ ସହର: ଫୁଲବାଣୀ ରକ୍ତକେନ୍ଦ୍ର ଠାରେ ସ୍ବେଛାକୃତ ରକ୍ତଦାତା ଦିବସ ଅନୁଷ୍ଠିତ
ଫୁଲବାଣୀ ସହର: ରାଇଖୋଲ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ
ଫୁଲବାଣୀ ସହର: ପିରିକୁଡ଼ି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଫୁଲବାଣୀ ସହର: ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖଜୁରୀପଡା ଠାରେ ଅଭିଭାବକ ଏବଂ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି।