ଫୁଲବାଣୀ ସହର: ପିରିକୁଡ଼ି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଜି ତାରିଖ 30/9/2024 ସକାଳ ଦଶଟା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସ୍ଥିତ ପିରିକୁଡ଼ି ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କ୍ଲଷ୍ଟର ଅନ୍ତର୍ଗତ ନଅଟି ବିଦ୍ୟାଳୟ ଛାତ୍ର ଛାତ୍ରୀ ଓଡ଼ିଶାର ଲୋକ କଳା ଓ ଲୋକ ନୃତ୍ୟ ମାଧ୍ୟମରେ ନୃତ୍ୟ, ଗିତ ଚିତ୍ରାଙ୍କନ, ବାତ୍କୃତା, ସୁନ୍ଦର ହସ୍ତାକ୍ଷର, ବିତର୍କ, ପ୍ରବନ୍ଧ ଲିଖନ, କୁଇଜ, ସୃଜନଶୀଳ ଲିଖନ, ପିଏମ ପୋଷଣ ଚିତ୍ରକାଳ ଓ ଶିଳ୍ପ କଳା ଭଳି ପ୍ରତିଯୋଗିତାରେ ଶହେ ପଚାଶ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଶେଷରେ