ଆଜି ତାରିଖ 8/10/2024 ସମୟ ଏଗାରଟା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ଦୁତିମେଣ୍ଡି ଖେଳ ପଡ଼ିଆ ଠାରେ ଗୋପବନ୍ଧୁ ଜୟନ୍ତୀ ଅବସରରେ ଉତ୍କଳମଣୀ ଯୁବକ ସଂଘ ଆନୁକୂଲ୍ୟରେ ଆରମ୍ବ କରାଯାଇଛି ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ। କଲାଡି, ବ୍ରଦର୍ସ ଏକାଦଶ, ବୁଢାଦାନୀ, ଲାଇନପଡା ଫୁଟବଲ କ୍ଲବ, କରଞ୍ଜକଟା, ଦୁତିମେଣ୍ଡି, ଗେରୁପଡ଼ା ଏବଂ ସିଦିଙ୍ଗି ଭଳି ଆଠଟି ଦଳକୁ ନେଇ ଉଦଘାଟିତ ହୋଇଥିବା ଏହି ଖେଳକୁ ମୁଖ୍ୟ ଅତିଥି ଭାବେ ଦୁତିମେଣ୍ଡି ସରପଞ୍ଚ ଯୋଗ ଦେଇ ଉଦଘାଟ