ଫୁଲବାଣୀ ସହର: ଫୁଲବାଣୀ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ, ୮୫ ୟୁନିଟ ରକ୍ତ ସଂଗୃହିତ
ଆଜି ତାରିଖ 5/10/2024 ସକାଳ ନଅଟା ବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ 85 ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଶିବିର ରେ ଡାକ୍ତର ଜୟଦୀପ ଘୋଷ, ପ୍ରଶାନ୍ତ କୁମାର ରତ୍ନାଲୁ, ସୁଜିତ କୁମାର ସାହୁ, ଅର୍ଚନା ପ୍ରଧାନ, ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।