ଆଜି ତାରିଖ 4/10/2024 ସକାଳ ଦଶଟା ବେଳେ ଖଜୁରୀପଡା ଠାରେ ଅନୁଷ୍ଠିତ ହୋଇଥିଲା ଖଜୁରୀପଡା କ୍ଲଷ୍ଟର ର ସୁରଭି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ରେ ଦେହେଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ର ମାନେ କନ୍ଧମାଳ ଜିଲ୍ଲାର ପାରମ୍ପରିକ ନୃତ୍ୟ ଜଗାଲି ବାଣୁଆ ପରିବେଷଣ କରି ଦର୍ଶକ ଏବଂ ବିଚାରକ ମାନଙ୍କ ମନ କିଣି ଥିବାବେଳେ ଆଗାମୀ ଦିନରେ ବ୍ଲକ ସ୍ତରରେ ଭାଗ ନେବାର ସୁଯୋଗ ପାଇଛି।