ଫୁଲବାଣୀ ସହର: ଖଜୁରୀପଡା ସ୍ଥିତ ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ମଦ ବିକ୍ରି କରୁଥିବା ଅଭିଯୋଗ
ଆଜି ତାରିଖ 21/10/2024 ସମୟ ଦିନ ଏଗାରଟା। କନ୍ଧମାଳ ଜିଲ୍ଲା ଖଜୁରୀପଡା ଠାରେ ଥିବା ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନୀ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି।