ଆଜି ତାରିଖ 30/9/2024 ସମୟ ସକାଳ ଦଶଟା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିଭାବକ ଏବଂ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ତଃ APAAR ID ଉପରେ ଆଲୋଚନା କରାଯାଇଥିଲା। ବୈଠକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର କରଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ପ୍ରମୋଦ କୁମାର ନାୟକ, ବାଶୁଦେବ ସାହୁ, ସମୀର କୁମାର ବେହେରା ଏବଂ କର୍ମଚାରୀ ରାମକୃଷ୍ଣ ପଣ୍ଡା ଏବଂ ରଶ୍ମିରଂଜନ ଲେଙ୍କା APAAR ID ବିଷୟରେ ସ୍ପଷ