Public App Logo
Profile Picture

ଘୁ.ଉଦୟଗିରି ଖବର

@gudayagirikhabar
68747Followers
40Following
ଜି ଉଦୟଗିରି: ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୁଇଁ ଗାଁରେ ସାପ କାମୁଡାରେ ମା ଓ ଝିଅଙ୍କ ମୃତ୍ୟୁ ।
ଜି ଉଦୟଗିରି: ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଟିଙ୍ଗିଆରେ ଜାତୀୟ କ୍ରୀଡା ଦିବସ ପାଳିତ।
ଜି ଉଦୟଗିରି: ସାରଙ୍ଗ ଥାନା ଅଞ୍ଚଳର ନାବାଳିକା ଦୁଷ୍କର୍ମକାରିକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ
ଜି ଉଦୟଗିରି: ସହରର ୪ ନମ୍ୱର ୱାର୍ଡର ମିଶନ ଗୃହ ଠାରେ ବିଜେପିର ସଦସ୍ୟ ଅଭିଯାନ କର୍ମଶାଳା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜି ଉଦୟଗିରି: ଘୁ ଉଦୟଗିରି ନୂତନ ହାଟ ପାଖରେ ଚାକୁଣ୍ଡା ଗଛର ଡାଳ ପଡି ଏକ ଅଟୋ କ୍ଷତିଗ୍ରସ୍ତ ହୋଇଥିବା ସୂଚନା
ଜି ଉଦୟଗିରି: କଳିଙ୍ଗା ଘାଟିରେ ସରକାରୀ ବସ୍ ଓ କର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ। କେହି ଆହତ ହୋଇ ନ ଥିବା ସୂଚନା ।
ଜି ଉଦୟଗିରି: ସରପଞ୍ଚ ହେବା ପରେ ମଧ୍ୟ ମୂର୍ତ୍ତି ଗଢିବା କାର୍ଯ୍ୟରେ ଲିପ୍ତ ପବିଙ୍ଗିଆ ପଞ୍ଚାୟତର ସରପଞ୍ଚ ।
ଜି ଉଦୟଗିରି: ଫିରିଙ୍ଗିଆ ଓଡ଼ିଆ ସାହି ରେ ପାଳିତ ହେଲା ଜନ୍ମାଷ୍ଟମୀ ସହ ନନ୍ଦ ଉତ୍ସବ ।
ଜି ଉଦୟଗିରି: ଏସପିଙ୍କ ନିର୍ଦ୍ଦେଶରେ ସହରର ବିଭିନ୍ନ ଛକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଜି ଉଦୟଗିରି: ଭୁବନେଶ୍ୱର ଠାରେ କନ୍ଧମାଳରୁ କୃତିତ୍ୱ ଅର୍ଜନ କଲେ ଦୁଇ ପ୍ରଶିକ୍ଷକ ଟ୍ରେନର ଓ ଦୁଇ ବ୍ଲାକ ବେଲ୍ଟ !
ଜି ଉଦୟଗିରି: ଘୁ.ଉଦୟଗିରି ରେ ଜନ୍ମାଷ୍ଟମୀ ପର୍ଵ ପାଳିତ।ଶିଶୁମନ୍ଦିର ର କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ସହର ଭ୍ରମଣ କଲେ।
ଜି ଉଦୟଗିରି: ବୁଡ଼ାଗୁଡା ଠାରେ ବ୍ରିଟିଶ ଅମଳର ଥାନା ପରିତ୍ୟକ୍ତ ଅବସ୍ଥାରେ, ଅନୈତିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ
ଜି ଉଦୟଗିରି: ଜନ୍ମାଷ୍ଟମୀ ପାଇଁ ଦାରିଙ୍ଗବାଡ଼ିରେ ପୋଲିସର ପଇଁତରା, ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବାହିନୀ ନିୟୋଜିତ ।
ଜି ଉଦୟଗିରି: ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ
ଜି ଉଦୟଗିରି: ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ଜି ଉଦୟଗିରି: ଦଶଘରିଆ ସାହିରେ ୩୫ ବର୍ଷ ବିତିଯାଇଥିଲେ ସୁଦ୍ଧା ରାସ୍ତାଟିଏ ହୋଇନଥିବା ଅଭିଯୋଗ
ଜି ଉଦୟଗିରି: କନ୍ଧସାହି ଓ କଟାବାଲି ଅଞ୍ଚଳରୁ ୨୫ ଲିଟର ଦେଶୀ ଜବତ କରି ଅବକାରୀ ବିଭାଗ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କଲା  ।
ଜି ଉଦୟଗିରି: ଦାରିଙ୍ଗବାଡି ପାଲି ଗ୍ରାମରେ ବିକାଶ ଯୁବକ ସଂଘ ପକ୍ଷରୁ ଭୋଲିବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ଅନୁଷ୍ଠିତ ।
ଜି ଉଦୟଗିରି: ବିଶିପଡା ମୌଜାର ସଂରକ୍ଷିତ ସରକାରୀ ଜମିକୁ ଜବର ଦଖଲ ଉଛେଦ କଲେ ରାଜସ୍ବ ନିରୀକ୍ଷକ
ଜି ଉଦୟଗିରି: କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ହଷ୍ଟେଲ ନିର୍ମାଣରେ ବିଳମ୍ବ ଅଭିଯୋଗ , ଠିକା ସଂସ୍ଥା ପାଚେରୀ ଭାଙ୍ଗିବାରୁ ଅସୁରକ୍ଷିତ ହଷ୍ଟେଲର ଛାତ୍ରୀ
ଜି ଉଦୟଗିରି: ପର୍ତ୍ତମାହା ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଅଭିଭାବକ ।
ଫୁଲବାଣୀ ସହର: ଟିକାବାଲି ପୋଲିସ ତରଫରୁ  ଶାନ୍ତି କମିଟି ଗଠନ ।
ଜି ଉଦୟଗିରି: ଘୁ.ଉଦୟଗିରି ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀଙ୍କ ନେତୃତ୍ୱରେ ରଟିଙ୍ଗିଆ, ଗ୍ରେସିଙ୍ଗିଆ, ରୁଦାଙ୍ଗିଆ, ଗଦଗୁଡ଼ାରେ ଫ୍ଲାଗ ।
ଜି ଉଦୟଗିରି: ରଟିଙ୍ଗିଆ ପଞ୍ଚାୟତ ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ଫୁଲବାଣୀ ସହର: ଗ୍ରେସିଙ୍ଗିଆ ପଞ୍ଚାୟତ ନିକଟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ