ଘୁ ଉଦୟଗିରି ପୋଲିସ ପକ୍ଷରୁ ଅଞ୍ଚଳର ବିଭିନ୍ନ ସ୍ଥାନ ମାନଙ୍କରେ ପେଟ୍ରଲିଂ କରିବା ସହ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୋଲିସ ଓ ଆଇ ଆର୍ ବି ଯବାନ ନିୟୋଜିତ କରାଯାଇଥିବା ସୂଚନା ରହିଛି ।ଏସ ଆଇ ଅନନ୍ତ କୁମାର୍ ପ୍ରଧାନଙ୍କ ସୂଚନା ଅନୁସାରେ ଗତକାଲି ଜନ୍ମାଷ୍ଟମୀ ଥିବା ବେଳେ କୌଣସି ପରିସ୍ଥିତିକୁ ଯେପରି ପ୍ରଶ୍ରୟ ନ ଦେବା ଲାଗି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପୋଲିସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆଦେଶ ମୁତାବକ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି ।ତେବେ ଆଜି ମଧ୍ୟ ଉକ୍ତ ଆଦେଶ ପ୍ରମାଣେ ଆଜି ମଧ୍ୟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ।