ଜି ଉଦୟଗିରି: ଦାରିଙ୍ଗବାଡି ପାଲି ଗ୍ରାମରେ ବିକାଶ ଯୁବକ ସଂଘ ପକ୍ଷରୁ ଭୋଲିବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ଅନୁଷ୍ଠିତ ।
କନ୍ଧମାଳ ଜିଲ୍ଲା ପାଲି ଗ୍ରାମରେ ଦାରିଙ୍ଗବାଡି ବ୍ଲକ ସ୍ତରୀୟ ଭୋଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି ।କାର୍ଯ୍ୟକରାରେ ଦାରିଙ୍ଗବାଡି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ,ତହସିଲଦାର ଶରତ ଶବର,ଥାନା ଅଧିକାରୀ ରମେଶ ପ୍ରଧାନ,ଉପସ୍ଥିତ ରହିଥିଲେ ।ଦାରିଙ୍ଗବାଡି ଏକ ଶାନ୍ତି ପ୍ରିୟ ଅଞ୍ଚଳ,ଏହିପରି ଖେଳ ଆୟଜନ ଦ୍ବାରା ଭାଇଚାରା ଆହୁରି ମଜବୁତ୍ ହୋଇଥାଏ ।