ଜି ଉଦୟଗିରି: ଘୁ.ଉଦୟଗିରି ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀଙ୍କ ନେତୃତ୍ୱରେ ରଟିଙ୍ଗିଆ, ଗ୍ରେସିଙ୍ଗିଆ, ରୁଦାଙ୍ଗିଆ, ଗଦଗୁଡ଼ାରେ ଫ୍ଲାଗ ।
ଘୁ ଉଦୟଗିରି ପୋଲିସ ଦ୍ବାରା ସ୍ଵତନ୍ତ୍ର ଭାବରେ ଗୁଜବ ବିଷୟକୁ ଗୁରୂତ୍ୱର ଭାବରେ ନେଇ ବିଭିନ୍ନ ଅଞ୍ଚଳରେ ସଚେତନା କରିବା ପାଇଁ ଓ ଅଞ୍ଚଳରେ ଅପ୍ରୀତିକର ବିଷୟକୁ ପ୍ରଶ୍ରୟ ନ ଦେବା ପାଇଁ ଘୁ ଉଦୟଗିରି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବା ସହ ଡାକ ବାଜି ମାଧ୍ୟମରେ ଭୟାଭିତ ନ ହେବା ପାଇଁ ସଚେତନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଏସ୍ଆଇ ଅନନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ଆଇ ଆର୍ ବି ଯବାନ ଓ ପୋଲିସ ମିଳିତ ଭାବରେଆଜି ରଟିଙ୍ଗିଆ ଓ ଗ୍ରେସିଙ୍ଗିଆ ରେ ଫ୍ଲାଗ ମାର୍ଚ୍ଚ କରିବା ସହିତ ଗୁଜବ ଦଙ୍ଗାକୁ ନେଇ ଜନସାଧାରଣ ସଚେତନ ।