ଜି ଉଦୟଗିରି: ଭୁବନେଶ୍ୱର ଠାରେ କନ୍ଧମାଳରୁ କୃତିତ୍ୱ ଅର୍ଜନ କଲେ ଦୁଇ ପ୍ରଶିକ୍ଷକ ଟ୍ରେନର ଓ ଦୁଇ ବ୍ଲାକ ବେଲ୍ଟ !
ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ଠାରେ ଆରମ୍ଭ ହୋଇ ଥିବା ପ୍ରଶିକ୍ଷକ ଟ୍ରେନିଂ ଆଉ ବ୍ଲାକ ବେଲ୍ଟ ପରୀକ୍ଷା ଶିବିରର ଉଜାପାନୀ ହୋଇଯାଇଛି ! ଏହି ପ୍ରଶିକ୍ଷଣ ଶିବିରରେ କନ୍ଧମାଳରୁ ସେନସାଇ ଗୋପାଳ ଚନ୍ଦ୍ର କହଁର ଏବଂ ସେନସାଇ ପ୍ରଭାତ କିଶୋର ସାହୁ ଦୁଇ ପ୍ରଶିକ୍ଷକ ଯୋଗ ଦେଇ କୃତିତ୍ୱ ହୋଇ ଥିବା ବେଳେ ବ୍ଲାକ ବେଲ୍ଟ ପରୀକ୍ଷାରେ କନ୍ଧମାଳରୁ ସ୍ୱୟଂମ ମହାପାତ୍ର ଏବଂ ରୁଦ୍ରନାରାୟଣ ପ୍ରଧାନ କୃତିତ୍ୱ ଅର୍ଜନ କରି କନ୍ଧମାଳର ଗର୍ବ ଓ ଗୌରବ ଆଣିଛନ୍ତି ! ଏହି କୃତିତ୍ୱ ଅର୍ଜନର ଶ୍ରେୟ ଯାଉଛି କନ୍ଧମାଳର ଉତ୍କଳ କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ଏବଂ ଜେନେରାଲ ସେକ୍ରେଟାରୀ ସେନସାଇ ।