ଜି ଉଦୟଗିରି: ସହରର ୪ ନମ୍ୱର ୱାର୍ଡର ମିଶନ ଗୃହ ଠାରେ ବିଜେପିର ସଦସ୍ୟ ଅଭିଯାନ କର୍ମଶାଳା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଘୁ ଉଦୟଗିରି: ଘୁ ଉଦୟଗିରି ଭାରତୀୟ ଜନତା ପାର୍ଟି ପକ୍ଷରୁ ପରିଷଦର ୪ ନମ୍ୱର୍ ୱାର୍ଡର ମିଶନ ଗୃହ ଠାରେ ବିଜେପିର ସଦସ୍ୟ ଅଭିଯାନ କର୍ମଶାଳା ବା ପ୍ରସ୍ତୁତି ବୈଠକ ନଗର ସଭାପତି ଉଦେସନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଖ୍ୟା ଲଘୁ ଉପସଭାପତି ରସାନନ୍ଦ ନାୟକ,ସାଧାରଣ ସମ୍ପାଦକ ବାଳକୃଷ୍ଣ ପ୍ରଧାନ,କର୍ମୀ କାଞ୍ଚନ ପ୍ରଧାନ,ଦିଲୀପ ପ୍ରଧାନ,ଗୋବିନ୍ଦ ପ୍ରଧାନ,ମୁକେଶ ପ୍ରଧାନ, ସମେତ ଅନ୍ୟମାନେ ଉପସ୍ଥିତ ରହୀ ଅଧିକ ସଦସ୍ୟ ସଂଗ୍ରହ, ଦଳକୁ ଅଧିକରୁ ଅଧିକ ମଜଭୁତ ଓ ଶକ୍ତିଶାଳି କରିବା ଉପରେ ଗୁରୁତ୍ୱ ଦେବା ସହିତ କର୍ମୀ ମାନଙ୍କୁ ନିଷ୍ଠା, ଆନ୍ତରିକତାର ସହିତ ।