କଟକ ପୌରାଞ୍ଚଳ: ବାତ୍ୟା ଅକଭାନ: କଣ୍ଟାପଡା ବ୍ଲକରେ ପ୍ରସ୍ତୁତି ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ
ସମ୍ଭାବ୍ୟ ବାତ୍ୟା ଅକଭାନ ପାଇଁ କଣ୍ଟାପଡା ବ୍ଲକରେ ପ୍ରସ୍ତୁତି ସମୀକ୍ଷା ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ଆଡସପୁର ସିଏଚସିରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।