Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
Cricket

ଜୁନାଗଡ: ବ୍ଲକ ଅଧକ୍ଷ ଙ୍କ ଡୁଡକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Junagarh, Kalahandi | Nov 27, 2025
ଆଜି 27ତାରିଖ ଗୁରୁବାର ସକାଳ 10ଟାରୁ 1ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ଡୁଡକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଜନଶୁଣାଣୀ ରେ ଗୋଲାମୁଣ୍ଡା ବ୍ଲକ ର ନକଟିକାନୀ,କୁହୁରା, ବୃନ୍ଦାବାହାଲ,ଉଦେସୁରୁଙ୍ଗ, ଚପୁରିଆ ସମେତ ପାଞ୍ଚଟି ଗ୍ରାମ ପଞ୍ଚାୟତ ର ଜନତା ବିଭିନ୍ନ ପ୍ରକାର ସମସ୍ୟା ଧରି ଅଧକ୍ଷ ଙ୍କ ନିକଟକୁ ଆସିଲା ପରେ ଅଧକ୍ଷ ତୁରନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ କରି ପ୍ରାୟ ସମସ୍ୟା ର ସମାଧାନ କରିଥିଲେ