Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କମାପଲ୍ଲୀ ଭେଣ୍ଡିଂ ଜୁନ୍ ରେ ବ୍ୟବସାୟୀ ମନକୁ ଥାଇ ଥାନ ନିମନ୍ତେ ନୂତନ ଭାବେ ପିଣ୍ଡି ନିର୍ମାଣ କରାଯାଇଛି।ଦୀର୍ଘ ବର୍ଷ ଧରି ଏଠାରେ ବ୍ୟବସାୟ କରୁଥିବା କିଛି ପୁରାତନ ବ୍ୟବସାୟୀ ଙ୍କୁ ବାଦ୍ ଦିଆଯାଇଥିବା କାରଣରୁ ଆଜି ଶତାଧିକ ମହିଳା ପୁରୁଷ ବ୍ୟବସାୟୀ ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କୁ ସାକ୍ଷାତ କରି ଥାଇଥାନ ନିମନ୍ତେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ କିଛି ନୂତନ ବ୍ୟବସାୟୀ ଙ୍କୁ ପିଣ୍ଡି ଦିଆଯାଇଥିବା ବେଳେ ପୁରାତନ ବ୍ୟବସାୟୀ ଙ୍କୁ ନ ଦିଆଯିବା କାରଣରୁ ଅସନ୍ତୋଷ ପ୍ରକାଶ ପାଇଛି।ତୁରନ୍ତ ସେମାନଙ୍କୁ ଥଇଥାନ ପାଇଁ ଦାବୀ କରିଛନ୍ତି। #gtvnewsodisha #ganjam #silkcity #berhampur #Odisha

Ganjam, Ganjam | Jul 6, 2026

MORE NEWS