Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री
usr04050397
କେନ୍ଦୁଝର ସହର: ୨୦ନଂ ଜାତୀୟ ରାଜପଥ ଭାଲୁକୁମା ନିକଟରେ ଅଟୋ ପଛରେ ଧକ୍କା ଦେଲା ବାଇକ୍ ,ଦୁଇ ଜଣ ଗୁରୁତର ଆହତ
Kendujhar Town, Kendujhar
| Nov 5, 2025
୨୦ନଂ ଜାତୀୟ ରାଜପଥ ଭାଲୁକୁମା ନିକଟରେ ଅଟୋ ପଛରେ ଧକ୍କା ଦେଲା ବାଇକ୍ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
MORE NEWS
#ଚାଷ_କାମ_ବିଲ_ଭିତରେ_ପତାକା_ଉଡ଼ାଇଲେ_ଚାଷୀ ଆଜି ହେଉଛି ୮୦ ତମ ସ୍ୱାଧୀନତା ଦିବସ। ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଉଡ଼ିଛି ତ୍ରିରଙ୍ଗା। କ୍ଷେତକୁ ଧାନ ରୁଆ ପୋତା ପାଇଁ ଯାଇଥିବା ଚାଷୀମାନେ ବି ତ୍ରିରଙ୍ଗା ଉଡାଇବାକୁ ଭୁଲି ନାହାନ୍ତି। ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବ ନାରାୟଣ ପୁର ଗ୍ରାମରେ। #latastnewsupdate #pabitranewsodisha #HappyIndependenceDay #Thetricolorflewintheagriculturalfield
Kendujhar Town, Kendujhar | Aug 15, 2026
#ଚାନ୍ଦବାଲିରେ_ଭିନ୍ନ_ଭିନ୍ନ_ସ୍ଥାନରେ_୮୦ତମ_ସ୍ୱାଧିନତା_ଦିବସ_ପାଳିତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପ୍ରେସ୍ କ୍ଲବ ପକ୍ଷରୁ ସକାଳ ୭ ଘଟିକା ସମୟରେ ଚାନ୍ଦବାଲି ବିଡ଼ିଓ ଙ୍କ ଦ୍ବାରା ପତକା ଉତ୍ତୋଳନ କରାଯାଇଥିଲା ଚଳିତବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ କରିଛନ୍ତି | #pabitranewsodisha #latastnewsupdate #IndependenceDay #HappyIndependenceDay #bhadrak
Kendujhar Town, Kendujhar | Aug 15, 2026
#କଥା_ଦେଇ_କଥା_ରଖିଲେ_ସରପଞ୍ଚ ଯେଉଁଠି ଦିନେ ଥିଲା ଆଣ୍ଠୁଏ କାଦୁଅ ଓ ପାଣି ମାହାରା, ଲୋକେ ଘରୁ ବାହାରକୁ ଗୋଡ଼ କାଢି ପାରୁ ନଥିଲେ, ସେଠି ଆଜି ନିର୍ମାଣ ହୋଇଛି ପକ୍କା ସଡ଼କ। ଲୋକଙ୍କ ଯାତାୟାତ ପାଇଁ ସୁଗମିତ ହୋଇଛି ଏହି ରାସ୍ତା। #Latastnews #Newroadconstructionunderway #villageroad #PabitraNewsOdisha #Odianews #odishanews
Kendujhar Town, Kendujhar | Aug 15, 2026
ଲାଲକିଲ୍ଲାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ, ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି | #pabitranewsodisha #IndependenceDay #PMModiji
Kendujhar Town, Kendujhar | Aug 15, 2026
ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କ ପାଇଁ ୧୦ଟି ବଡ଼ ଘୋଷଣା କରିଛନ୍ତି। #latastnewsupdate #IndependenceDay #Pabitranewsodisha #Happyindependenceday
Kendujhar Town, Kendujhar | Aug 15, 2026