Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳ ମିଣ୍ଡାନାଓରେ ସୋମବାର ସକାଳେ ଶକ୍ତିଶାଳୀ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ ଅନେକ ଘର ଓ ବ୍ୟବସାୟିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। କେତେକ ସ୍ଥାନରେ ମୃତାହତ ହେବାର ଖବର ମଧ୍ୟ ମିଳିଛି। ଭୂମିକମ୍ପ ପରେ ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା, ଯଦିଓ ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରାହତ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। #PhilippinesEarthquake #Earthquake #Mindanao #BreakingNews #TsunamiAlert #WorldNews #NaturalDisaster #Philippines #RCNOdiaNews #LatestNews #Rcnodia

MORE NEWS

ଭଦ୍ରକ: ଭଦ୍ରକ ଇଚ୍ଛାପୁର ବରାଙ୍ଗ ରେଲୱେ ଫାଟକ ଗେଟ ଅଚଳ । ଅଳ୍ପକେ ବାର୍ତ୍ତିଲେ ଲୋକେ। ଗୋଟେ ପାଖ ଫାଟକ ପଡ଼ି ଆଉ ଉଠୁନାହିଁ। ଧାମରା ରେଳ ଲାଇନ ଫାଟକ ମରଣଯନ୍ତା ପାଲଟିଛି । କିଛି ଘଟଣା ଦୁର୍ଘଟଣା ଘଟିଲେ ଦାୟୀ କିଏ ରହିବ । ଧାମରା କତୃପକ୍ଷ ନା ରେଲୱେ। କିଛି ଦିନ ତଳେ ପୀରହାଟ ଠାରେ ରେଲୱେ ଫାଟକ ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।
#citykhabarbhadrak

ଭଦ୍ରକ: ଭଦ୍ରକ ଇଚ୍ଛାପୁର ବରାଙ୍ଗ ରେଲୱେ ଫାଟକ ଗେଟ ଅଚଳ । ଅଳ୍ପକେ ବାର୍ତ୍ତିଲେ ଲୋକେ। ଗୋଟେ ପାଖ ଫାଟକ ପଡ଼ି ଆଉ ଉଠୁନାହିଁ। ଧାମରା ରେଳ ଲାଇନ ଫାଟକ ମରଣଯନ୍ତା ପାଲଟିଛି । କିଛି ଘଟଣା ଦୁର୍ଘଟଣା ଘଟିଲେ ଦାୟୀ କିଏ ରହିବ । ଧାମରା କତୃପକ୍ଷ ନା ରେଲୱେ। କିଛି ଦିନ ତଳେ ପୀରହାଟ ଠାରେ ରେଲୱେ ଫାଟକ ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। #citykhabarbhadrak

Bhadrak Rural, Bhadrak | Jun 27, 2026

ଭଦ୍ରକ: ସୁମନ ଓ ମଧୁଲିକାଙ୍କ ଷ୍ଟେଜ ଏଣ୍ଟ୍ରି, ବିବାହ ପରେ ଉତ୍ସବ ମୁଖର ପରିବେଶ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
#citykhabarbhadrak #entertainmentnews

ଭଦ୍ରକ: ସୁମନ ଓ ମଧୁଲିକାଙ୍କ ଷ୍ଟେଜ ଏଣ୍ଟ୍ରି, ବିବାହ ପରେ ଉତ୍ସବ ମୁଖର ପରିବେଶ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #citykhabarbhadrak #entertainmentnews

Bhadrak Rural, Bhadrak | Jun 27, 2026

🚨 "ସ୍ୱାମୀ ମରିଯାଉ ହେଲେ ନେବେନି କୁଆଡ଼େ!" 😳

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଡାକ୍ତର ରୋଗୀଙ୍କୁ ଆଡମିଶନ କରିନଥିବା ଏବଂ ଏଭଳି କଥା କହିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

❓ଯଦି ଏହି ଅଭିଯୋଗ ସତ ହୁଏ, ତେବେ ଏଭଳି ବ୍ୟବହାର ଗ୍ରହଣୀୟ କି?

💬 ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 📲 ପୋଷ୍ଟକୁ Share କରି ଅନ୍ୟମାନଙ୍କୁ ଜଣାନ୍ତୁ।

#RCNODIA #BreakingNews #Nilagiri #OdishaNews #Hospital #Healthcare #ViralNews #ସାଧାରଣ_ଲୋକଙ୍କ_ସ୍ୱର

🚨 "ସ୍ୱାମୀ ମରିଯାଉ ହେଲେ ନେବେନି କୁଆଡ଼େ!" 😳 ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଡାକ୍ତର ରୋଗୀଙ୍କୁ ଆଡମିଶନ କରିନଥିବା ଏବଂ ଏଭଳି କଥା କହିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ❓ଯଦି ଏହି ଅଭିଯୋଗ ସତ ହୁଏ, ତେବେ ଏଭଳି ବ୍ୟବହାର ଗ୍ରହଣୀୟ କି? 💬 ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 📲 ପୋଷ୍ଟକୁ Share କରି ଅନ୍ୟମାନଙ୍କୁ ଜଣାନ୍ତୁ। #RCNODIA #BreakingNews #Nilagiri #OdishaNews #Hospital #Healthcare #ViralNews #ସାଧାରଣ_ଲୋକଙ୍କ_ସ୍ୱର

Bhadrak Rural, Bhadrak | Jun 27, 2026

ଭଦ୍ରକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଭଦ୍ରକ ମେଡିକାଲ ରେ ଫଳ ବଣ୍ଟନ । ଆଜି ଭଦ୍ରକ ମା ଭାରତୀ ସେବା ଅନୁଷ୍ଠାନ ଓ ବିଜେପି ରାଜ୍ୟ OBC ମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଶଙ୍କର ପତିଙ୍କ ଆନୁକୁଲ୍ୟରେ ଭଦ୍ରକ ହସ୍ପିଟାଲ୍ ମହିଳା ୱାର୍ଡ଼ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ।
#citykhabarbhadrak

ଭଦ୍ରକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଭଦ୍ରକ ମେଡିକାଲ ରେ ଫଳ ବଣ୍ଟନ । ଆଜି ଭଦ୍ରକ ମା ଭାରତୀ ସେବା ଅନୁଷ୍ଠାନ ଓ ବିଜେପି ରାଜ୍ୟ OBC ମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଶଙ୍କର ପତିଙ୍କ ଆନୁକୁଲ୍ୟରେ ଭଦ୍ରକ ହସ୍ପିଟାଲ୍ ମହିଳା ୱାର୍ଡ଼ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଥିଲେ। #citykhabarbhadrak

Bhadrak Rural, Bhadrak | Jun 26, 2026

ଭଦ୍ରକ: ପୁରୁଣା ବଜାର ଅଞ୍ଚଳରୁ ଏକ ଶୋଭାଯାତ୍ରା, ନାଜିଆ ଏଲାହିଙ୍କୁ ଗିରଫ ଦାବି । ଆଜି ମହରମ୍ ଏହା ପୁର୍ବରୁ ଏକ ବିରାଟ ରାଲିରେ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଭଦ୍ରକ ମୁସଲିମ ଯୁବକଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ଏକ ପଦଯାତ୍ରା ବାହାରି ପୁରୁଣା ବଜାର ଥାନାରେ ଏତଲା ଦିଆଯାଇଛି।

#citykhabarbhadrak

ଭଦ୍ରକ: ପୁରୁଣା ବଜାର ଅଞ୍ଚଳରୁ ଏକ ଶୋଭାଯାତ୍ରା, ନାଜିଆ ଏଲାହିଙ୍କୁ ଗିରଫ ଦାବି । ଆଜି ମହରମ୍ ଏହା ପୁର୍ବରୁ ଏକ ବିରାଟ ରାଲିରେ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଭଦ୍ରକ ମୁସଲିମ ଯୁବକଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ଏକ ପଦଯାତ୍ରା ବାହାରି ପୁରୁଣା ବଜାର ଥାନାରେ ଏତଲା ଦିଆଯାଇଛି। #citykhabarbhadrak

Bhadrak Rural, Bhadrak | Jun 26, 2026

ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳ ମିଣ୍ଡାନାଓରେ ସୋମବାର ସକାଳେ ଶକ୍ତିଶାଳୀ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ ଅନେକ ଘର ଓ ବ୍ୟବସାୟିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। କେତେକ ସ୍ଥାନରେ ମୃତାହତ ହେବାର ଖବର ମଧ୍ୟ ମିଳିଛି। ଭୂମିକମ୍ପ ପରେ ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା, ଯଦିଓ ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରାହତ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। #PhilippinesEarthquake #Earthquake #Mindanao #BreakingNews #TsunamiAlert #WorldNews #NaturalDisaster #Philippines #RCNOdiaNews #LatestNews #Rcnodia - Bhadrak Rural News