Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh

ରାଉରକେଲା :ତିଆରି ହେବ ରେଳବାଇ ର ଆଉ ଏକ ଓଭର ବ୍ରିଜ ! ସେଥିପାଇଁ ଶିବ ଶଙ୍କର ବସ୍ତିରେ ଚାଲିଲା ବୁଲଡୋଜର ! ରାଉରକେଲା ବିଶ୍ରା ଛକ ନିକଟ ଶିବ ଶଙ୍କର ବସ୍ତି ଉଛେଦ ପଛରେ ରହିଛି ରେଳବାଇ ଓଭର ବ୍ରିଜ ନିର୍ମାଣର ପ୍ଲାନ !#odishacitynews #rourkela

MORE NEWS

Raurkela M, Sundargarh | Jun 10, 2026

Slug :-
ପ୍ରଶାସନ ପକ୍ଷରୁ ମଙ୍ଗଳପୁର ଗାଁ ମଝିରେ ବୁଲିଲା ବୁଲ ଡୋଜର l ମଦ ଦୋକାନ ନଭାଙ୍ଗିବାରୁ ଗ୍ରାମବାସୀଙ୍କ ବିରୋଧ l
Date :-୦୯/୦୬/୨୬
ଆଙ୍କର :-
ମଙ୍ଗଳପୁର ର ସାହି ମଝିରେ ସରକାରୀ ଯାଗା ରେ ଗଢି ଉଠିଥିବା ଘର, ଦୋକାନ, ପାଇଖାନା ଘରକୁ ଭାଙ୍ଗିଲା ପ୍ରଶାସନ l ହେଲେ ଗାଁ ମଝିରେ ମଦ ଦୋକାନ ଏବଂ ତାକୁ ପଟା ପ୍ରଦାନ ନେଇ ଗ୍ରାମବାସୀ ପକ୍ଷରୁ ବିରୋଧ ର ସମ୍ମୁଖୀନ ହେଲା ଅଧିକାରୀ l
ପୂର୍ବରୁ କୁଆଡେ ମୋଟ ୧୬ ଜଣଙ୍କୁ ନୋଟିସ ହେଉଥିବା ବେଳେ ଏବେ କିନ୍ତୁ ୦୯ ଜଣଙ୍କ ନାମରେ ଭାଙ୍ଗିବାକୁ ନୋଟିସ ହୋଇଛି l 
ମଦ ଦୋକାନ କୁ ଅଧିକାରୀ ଦେଲେ ପଟା ଗରିବ ର ଭାଙ୍ଗିଲେ କୋଠା l ଘଟଣା ସ୍ଥଳରେ ତହସିଲଦାର ସଂଗୀତା ସେନ, ଅତିରିକ୍ତ ତହସିଲଦାର ଅମରେଶ ସାବତ, ଏସ ଡି ପି ଓ ସୌରଭ ରଞ୍ଜନ ପ୍ରଧାନ,ଥାନା ଅଧିକାରୀ ସୁଧୀର ସାହୁ ସମେତ ତହସିଲ ଟିମ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ l
ଆସିକାରୁ ହରିହର ପାଢ଼ୀଙ୍କର ରିପୋର୍ଟ

Slug :- ପ୍ରଶାସନ ପକ୍ଷରୁ ମଙ୍ଗଳପୁର ଗାଁ ମଝିରେ ବୁଲିଲା ବୁଲ ଡୋଜର l ମଦ ଦୋକାନ ନଭାଙ୍ଗିବାରୁ ଗ୍ରାମବାସୀଙ୍କ ବିରୋଧ l Date :-୦୯/୦୬/୨୬ ଆଙ୍କର :- ମଙ୍ଗଳପୁର ର ସାହି ମଝିରେ ସରକାରୀ ଯାଗା ରେ ଗଢି ଉଠିଥିବା ଘର, ଦୋକାନ, ପାଇଖାନା ଘରକୁ ଭାଙ୍ଗିଲା ପ୍ରଶାସନ l ହେଲେ ଗାଁ ମଝିରେ ମଦ ଦୋକାନ ଏବଂ ତାକୁ ପଟା ପ୍ରଦାନ ନେଇ ଗ୍ରାମବାସୀ ପକ୍ଷରୁ ବିରୋଧ ର ସମ୍ମୁଖୀନ ହେଲା ଅଧିକାରୀ l ପୂର୍ବରୁ କୁଆଡେ ମୋଟ ୧୬ ଜଣଙ୍କୁ ନୋଟିସ ହେଉଥିବା ବେଳେ ଏବେ କିନ୍ତୁ ୦୯ ଜଣଙ୍କ ନାମରେ ଭାଙ୍ଗିବାକୁ ନୋଟିସ ହୋଇଛି l ମଦ ଦୋକାନ କୁ ଅଧିକାରୀ ଦେଲେ ପଟା ଗରିବ ର ଭାଙ୍ଗିଲେ କୋଠା l ଘଟଣା ସ୍ଥଳରେ ତହସିଲଦାର ସଂଗୀତା ସେନ, ଅତିରିକ୍ତ ତହସିଲଦାର ଅମରେଶ ସାବତ, ଏସ ଡି ପି ଓ ସୌରଭ ରଞ୍ଜନ ପ୍ରଧାନ,ଥାନା ଅଧିକାରୀ ସୁଧୀର ସାହୁ ସମେତ ତହସିଲ ଟିମ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ l ଆସିକାରୁ ହରିହର ପାଢ଼ୀଙ୍କର ରିପୋର୍ଟ

Raurkela M, Sundargarh | Jun 9, 2026

#ରାଉରକେଲା ସହରର ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ ଅବସ୍ଥିତ ବନ୍ଧାମୁଣ୍ଡା ରୋଡ଼ #ଶିବଶଙ୍କରନଗର ବସ୍ତିରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଜେସିବି ବ୍ୟବହାର କରି ବେଆଇନ ନିର୍ମାଣ ହଟାଯାଉଛି। ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି।#odishacitynews #rourkela 

#ଓଡିଶା #ରାଉରକେଲା #ବସ୍ତିଉଛେଦ

#ରାଉରକେଲା ସହରର ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ ଅବସ୍ଥିତ ବନ୍ଧାମୁଣ୍ଡା ରୋଡ଼ #ଶିବଶଙ୍କରନଗର ବସ୍ତିରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଜେସିବି ବ୍ୟବହାର କରି ବେଆଇନ ନିର୍ମାଣ ହଟାଯାଉଛି। ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି।#odishacitynews #rourkela #ଓଡିଶା #ରାଉରକେଲା #ବସ୍ତିଉଛେଦ

Raurkela M, Sundargarh | Jun 9, 2026