Public App Logo
Jansamasya
News
Bjp
National
Police
Bihar
India
जनसमस्या
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
image
image
image
image
image

ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀଙ୍କ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ତିଲକାନଗର ଅଞ୍ଚଳ ଗସ୍ତ କରି ସେଠାକାର ଡ୍ରେନେଜ ଓ ପରିମଳ ବ୍ୟବସ୍ଥାର ତଦାରଖ କରିବା ସହ ସେଗୁଡିକର ସମାଧାନ ଉପରେ ଗୁରୁତ୍ଵାରୋପ କରିଥିଲେ। CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission, India Swachh Bharat Mission - Urban Swachh Survekshan Information & Public Relations Department, Government of Odisha @followers #sanitation #drainage #drainagesolutions #SanitationMatters #SanitationStandards #SwachhBharatAbhiyan #SwachhBharatMissionUrban #RourkelaMunicipalCorporation #rourkelasmartcity #rourkelacity #rmc#odishacitynews

MORE NEWS

Raurkela M, Sundargarh | Jun 10, 2026

ରାଉରକେଲା :ତିଆରି ହେବ ରେଳବାଇ ର ଆଉ ଏକ ଓଭର ବ୍ରିଜ ! ସେଥିପାଇଁ ଶିବ ଶଙ୍କର ବସ୍ତିରେ ଚାଲିଲା ବୁଲଡୋଜର ! ରାଉରକେଲା ବିଶ୍ରା ଛକ ନିକଟ ଶିବ ଶଙ୍କର ବସ୍ତି ଉଛେଦ ପଛରେ ରହିଛି ରେଳବାଇ ଓଭର ବ୍ରିଜ ନିର୍ମାଣର ପ୍ଲାନ !#odishacitynews #rourkela

ରାଉରକେଲା :ତିଆରି ହେବ ରେଳବାଇ ର ଆଉ ଏକ ଓଭର ବ୍ରିଜ ! ସେଥିପାଇଁ ଶିବ ଶଙ୍କର ବସ୍ତିରେ ଚାଲିଲା ବୁଲଡୋଜର ! ରାଉରକେଲା ବିଶ୍ରା ଛକ ନିକଟ ଶିବ ଶଙ୍କର ବସ୍ତି ଉଛେଦ ପଛରେ ରହିଛି ରେଳବାଇ ଓଭର ବ୍ରିଜ ନିର୍ମାଣର ପ୍ଲାନ !#odishacitynews #rourkela

Raurkela M, Sundargarh | Jun 9, 2026

Slug :-
ପ୍ରଶାସନ ପକ୍ଷରୁ ମଙ୍ଗଳପୁର ଗାଁ ମଝିରେ ବୁଲିଲା ବୁଲ ଡୋଜର l ମଦ ଦୋକାନ ନଭାଙ୍ଗିବାରୁ ଗ୍ରାମବାସୀଙ୍କ ବିରୋଧ l
Date :-୦୯/୦୬/୨୬
ଆଙ୍କର :-
ମଙ୍ଗଳପୁର ର ସାହି ମଝିରେ ସରକାରୀ ଯାଗା ରେ ଗଢି ଉଠିଥିବା ଘର, ଦୋକାନ, ପାଇଖାନା ଘରକୁ ଭାଙ୍ଗିଲା ପ୍ରଶାସନ l ହେଲେ ଗାଁ ମଝିରେ ମଦ ଦୋକାନ ଏବଂ ତାକୁ ପଟା ପ୍ରଦାନ ନେଇ ଗ୍ରାମବାସୀ ପକ୍ଷରୁ ବିରୋଧ ର ସମ୍ମୁଖୀନ ହେଲା ଅଧିକାରୀ l
ପୂର୍ବରୁ କୁଆଡେ ମୋଟ ୧୬ ଜଣଙ୍କୁ ନୋଟିସ ହେଉଥିବା ବେଳେ ଏବେ କିନ୍ତୁ ୦୯ ଜଣଙ୍କ ନାମରେ ଭାଙ୍ଗିବାକୁ ନୋଟିସ ହୋଇଛି l 
ମଦ ଦୋକାନ କୁ ଅଧିକାରୀ ଦେଲେ ପଟା ଗରିବ ର ଭାଙ୍ଗିଲେ କୋଠା l ଘଟଣା ସ୍ଥଳରେ ତହସିଲଦାର ସଂଗୀତା ସେନ, ଅତିରିକ୍ତ ତହସିଲଦାର ଅମରେଶ ସାବତ, ଏସ ଡି ପି ଓ ସୌରଭ ରଞ୍ଜନ ପ୍ରଧାନ,ଥାନା ଅଧିକାରୀ ସୁଧୀର ସାହୁ ସମେତ ତହସିଲ ଟିମ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ l
ଆସିକାରୁ ହରିହର ପାଢ଼ୀଙ୍କର ରିପୋର୍ଟ

Slug :- ପ୍ରଶାସନ ପକ୍ଷରୁ ମଙ୍ଗଳପୁର ଗାଁ ମଝିରେ ବୁଲିଲା ବୁଲ ଡୋଜର l ମଦ ଦୋକାନ ନଭାଙ୍ଗିବାରୁ ଗ୍ରାମବାସୀଙ୍କ ବିରୋଧ l Date :-୦୯/୦୬/୨୬ ଆଙ୍କର :- ମଙ୍ଗଳପୁର ର ସାହି ମଝିରେ ସରକାରୀ ଯାଗା ରେ ଗଢି ଉଠିଥିବା ଘର, ଦୋକାନ, ପାଇଖାନା ଘରକୁ ଭାଙ୍ଗିଲା ପ୍ରଶାସନ l ହେଲେ ଗାଁ ମଝିରେ ମଦ ଦୋକାନ ଏବଂ ତାକୁ ପଟା ପ୍ରଦାନ ନେଇ ଗ୍ରାମବାସୀ ପକ୍ଷରୁ ବିରୋଧ ର ସମ୍ମୁଖୀନ ହେଲା ଅଧିକାରୀ l ପୂର୍ବରୁ କୁଆଡେ ମୋଟ ୧୬ ଜଣଙ୍କୁ ନୋଟିସ ହେଉଥିବା ବେଳେ ଏବେ କିନ୍ତୁ ୦୯ ଜଣଙ୍କ ନାମରେ ଭାଙ୍ଗିବାକୁ ନୋଟିସ ହୋଇଛି l ମଦ ଦୋକାନ କୁ ଅଧିକାରୀ ଦେଲେ ପଟା ଗରିବ ର ଭାଙ୍ଗିଲେ କୋଠା l ଘଟଣା ସ୍ଥଳରେ ତହସିଲଦାର ସଂଗୀତା ସେନ, ଅତିରିକ୍ତ ତହସିଲଦାର ଅମରେଶ ସାବତ, ଏସ ଡି ପି ଓ ସୌରଭ ରଞ୍ଜନ ପ୍ରଧାନ,ଥାନା ଅଧିକାରୀ ସୁଧୀର ସାହୁ ସମେତ ତହସିଲ ଟିମ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ l ଆସିକାରୁ ହରିହର ପାଢ଼ୀଙ୍କର ରିପୋର୍ଟ

Raurkela M, Sundargarh | Jun 9, 2026