Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ଭଦ୍ରକ ଗ୍ରାମାଞ୍ଚଳ: ଅଭିଯୋଗ ଶୁଣୁନି ପୋଲିସ ଟ୍ୱିଟ କଲେ ମଧ୍ୟ ନିରବ ଅଧିକାରୀ,ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲେ ଚାନ୍ଦବାଲି ଥାନା ଜୟନ୍ତଗ୍ରାମର ବାସିନ୍ଦା

ଚାନ୍ଦବାଲି ଥାନା ଜୟନ୍ତି ଗ୍ରାମର କୃପାସିନ୍ଧୁ ମୁଦୁଲି ନିଜ ଜମିରେ ଏକ ପକ୍କା ଘର ନିର୍ମାଣ କରୁଥିବାରୁ ଗ୍ରାମରେ କିଛି ବ୍ୟକ୍ତି ବିରୋଧ କରିଥିଲେ ଏମିତିକି କୃପାସିନ୍ଧୁ ଙ୍କ ଜମି ରେ ଥିବା ଗଛ କୁ ମଧ୍ୟ ହାଣିନେଇଥିଲେ ତାହା ସହ କୃପାସିନ୍ଧୁ ଙ୍କ ପରିବାର କୁ ମରଣତ୍ମକ ଆକ୍ରମଣ କରିବା ସହ ଘରର ଝରକା କବାଟ କୁ ଭାଙ୍ଗି ଥିଲେ ଚାନ୍ଦବାଲି ଥାନା କୁ ମାମଲା ଯାଇଥିଲା ଏତଲା ପଞ୍ଜିକରଣ ମଧ୍ୟ ହୋଇଥିଲାକିନ୍ତୁ ଫଳ ଶୁନ ତାହାର ପ୍ରତିବାଦ ରେ ଆଜି ଦିନ 2 ଟାରେ ଏସପିଙ୍କୁ ଭେଟି ନ୍ୟୟ ଭିକ୍ଷା କରିଛନ୍ତି ପରିବାର ଲୋକେ

MORE NEWS

ପୁରୀ ବେଳାଭୂମି ସମୁଦ୍ରରେ ଦୁଇ ବୃଷଭଙ୍କ ଲଢ଼େଇ। ଏକ ଆସର୍ଯ୍ୟ ଜନକ ଦୃଶ୍ୟ। ଓଡ଼ିଶାରେ 'ବୃଷଭ ଲଢ଼େଇ' କହିଲେ ସାଧାରଣତଃ ଦୁଇଟି ଷଣ୍ଢଙ୍କ ମଧ୍ୟରେ ଘଟୁଥିବା ଲଢ଼େଇକୁ ବୁଝାଏ ।
#citykhabarbhadrak

ପୁରୀ ବେଳାଭୂମି ସମୁଦ୍ରରେ ଦୁଇ ବୃଷଭଙ୍କ ଲଢ଼େଇ। ଏକ ଆସର୍ଯ୍ୟ ଜନକ ଦୃଶ୍ୟ। ଓଡ଼ିଶାରେ 'ବୃଷଭ ଲଢ଼େଇ' କହିଲେ ସାଧାରଣତଃ ଦୁଇଟି ଷଣ୍ଢଙ୍କ ମଧ୍ୟରେ ଘଟୁଥିବା ଲଢ଼େଇକୁ ବୁଝାଏ । #citykhabarbhadrak

Bhadrak Rural, Bhadrak | Jul 18, 2026

ଭଦ୍ରକ: #ସରକାରୀ_ଅର୍ଥକୁ_ଆତ୍ମସାତ_କରୁଛନ୍ତି_ଠିକାଦାର, ଭଦ୍ରକ ଜିଲ୍ଲାର ମୁଖଶାଳା ଭଦ୍ରକ ଚରମ୍ପା ରେଲୱେ ଷ୍ଟେସନ ରୋଡ ସମ୍ପ୍ରସାରଣ ହୋଇ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଅନ୍ୟମିତତା ଅଭିଯୋଗ ଆଣିଲେ ଚରମ୍ପା ବଜାର ବଣିକ ସଂଘ। 
#citykhabarbhadrak

ଭଦ୍ରକ: #ସରକାରୀ_ଅର୍ଥକୁ_ଆତ୍ମସାତ_କରୁଛନ୍ତି_ଠିକାଦାର, ଭଦ୍ରକ ଜିଲ୍ଲାର ମୁଖଶାଳା ଭଦ୍ରକ ଚରମ୍ପା ରେଲୱେ ଷ୍ଟେସନ ରୋଡ ସମ୍ପ୍ରସାରଣ ହୋଇ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଅନ୍ୟମିତତା ଅଭିଯୋଗ ଆଣିଲେ ଚରମ୍ପା ବଜାର ବଣିକ ସଂଘ। #citykhabarbhadrak

Bhadrak Rural, Bhadrak | Jul 18, 2026

🚀 ଇତିହାସ ରଚିଲା ଭାରତ! 🇮🇳
ଭାରତର ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ ବିକ୍ରମ-୧ର ସଫଳ ଉତ୍କ୍ଷେପଣ ସହ ଦେଶ ମହାକାଶ କ୍ଷେତ୍ରରେ ଲେଖିଲା ଏକ ନୂଆ ଅଧ୍ୟାୟ। 🌍🚀
ଏହି ସଫଳତା ଭାରତର ବୈଜ୍ଞାନିକ ଶକ୍ତି, ନବସୃଜନ ଏବଂ ବେସରକାରୀ ମହାକାଶ କ୍ଷେତ୍ରର ବଢ଼ୁଥିବା କ୍ଷମତାର ପ୍ରତୀକ।
🇮🇳 ଜୟ ହିନ୍ଦ! ଏହି ଐତିହାସିକ ସଫଳତା ପାଇଁ ସମଗ୍ର ଦେଶକୁ ଅଭିନନ୍ଦନ। 👏
📲 ଏହି ଗର୍ବର ଖବରକୁ ସେୟାର କରନ୍ତୁ ଏବଂ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର।
#Vikram1 #Skyroot #IndiaInSpace #SpaceTech #ISRO #RCNODIA #OdiaNews #BreakingNews #India #MissionSuccess

🚀 ଇତିହାସ ରଚିଲା ଭାରତ! 🇮🇳 ଭାରତର ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ ବିକ୍ରମ-୧ର ସଫଳ ଉତ୍କ୍ଷେପଣ ସହ ଦେଶ ମହାକାଶ କ୍ଷେତ୍ରରେ ଲେଖିଲା ଏକ ନୂଆ ଅଧ୍ୟାୟ। 🌍🚀 ଏହି ସଫଳତା ଭାରତର ବୈଜ୍ଞାନିକ ଶକ୍ତି, ନବସୃଜନ ଏବଂ ବେସରକାରୀ ମହାକାଶ କ୍ଷେତ୍ରର ବଢ଼ୁଥିବା କ୍ଷମତାର ପ୍ରତୀକ। 🇮🇳 ଜୟ ହିନ୍ଦ! ଏହି ଐତିହାସିକ ସଫଳତା ପାଇଁ ସମଗ୍ର ଦେଶକୁ ଅଭିନନ୍ଦନ। 👏 📲 ଏହି ଗର୍ବର ଖବରକୁ ସେୟାର କରନ୍ତୁ ଏବଂ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର। #Vikram1 #Skyroot #IndiaInSpace #SpaceTech #ISRO #RCNODIA #OdiaNews #BreakingNews #India #MissionSuccess

Bhadrak Rural, Bhadrak | Jul 18, 2026

🚨 ବିପୁଳ ପରିମାଣର ଦେଶୀ ମଦ ଜବତ! ବାଇକ ଓ ସ୍କୁଟି ସହ ୨ ଜଣ ଗିରଫ | Excise Raid | Odisha News
#OdishaNews #BreakingNews #ExciseRaid #LiquorSeized #CountryLiquor #PoliceAction #OdishaPolice #LatestNews #OdiaNews #BreakingOdisha

🚨 ବିପୁଳ ପରିମାଣର ଦେଶୀ ମଦ ଜବତ! ବାଇକ ଓ ସ୍କୁଟି ସହ ୨ ଜଣ ଗିରଫ | Excise Raid | Odisha News #OdishaNews #BreakingNews #ExciseRaid #LiquorSeized #CountryLiquor #PoliceAction #OdishaPolice #LatestNews #OdiaNews #BreakingOdisha

Bhadrak Rural, Bhadrak | Jul 18, 2026

🚨 ରଥଯାତ୍ରାରେ ପୋଲିସର ନିଆରା କାର୍ଯ୍ୟଶୈଳୀ! 🙏🚔
ଭଦ୍ରକ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସର ଭୂମିକା ଥିଲା ସତରେ ପ୍ରଶଂସନୀୟ। ସମଗ୍ର ବ୍ୟବସ୍ଥାର ପ୍ରତ୍ୟେକ ଦିଗକୁ ନିଜେ ତଦାରଖ କରୁଥିଲେ ଗୁଇନ୍ଦା ବିଭାଗର ଅତିରିକ୍ତ ଏସ୍‌ପି ଅଂଶୁମାନ ଦ୍ୱିବେଦୀ।
👏 ଏଭଳି କର୍ତ୍ତବ୍ୟନିଷ୍ଠ ଅଧିକାରୀ ଓ ସମଗ୍ର ପୋଲିସ ଟିମ୍‌କୁ ଆପଣଙ୍କ ଗୋଟିଏ 👍 ସଲାମ ନିଶ୍ଚୟ ଦିଅନ୍ତୁ।
📹 ପୂରା ଭିଡିଓ ଦେଖନ୍ତୁ କେବଳ RCN ODIA ରେ।
#RCNODIA #Bhadrak #RathYatra #Jagannath #OdishaPolice #AnshumanDwibedi #PoliceService #OdishaNews #ViralNews #JaiJagannath

🚨 ରଥଯାତ୍ରାରେ ପୋଲିସର ନିଆରା କାର୍ଯ୍ୟଶୈଳୀ! 🙏🚔 ଭଦ୍ରକ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସର ଭୂମିକା ଥିଲା ସତରେ ପ୍ରଶଂସନୀୟ। ସମଗ୍ର ବ୍ୟବସ୍ଥାର ପ୍ରତ୍ୟେକ ଦିଗକୁ ନିଜେ ତଦାରଖ କରୁଥିଲେ ଗୁଇନ୍ଦା ବିଭାଗର ଅତିରିକ୍ତ ଏସ୍‌ପି ଅଂଶୁମାନ ଦ୍ୱିବେଦୀ। 👏 ଏଭଳି କର୍ତ୍ତବ୍ୟନିଷ୍ଠ ଅଧିକାରୀ ଓ ସମଗ୍ର ପୋଲିସ ଟିମ୍‌କୁ ଆପଣଙ୍କ ଗୋଟିଏ 👍 ସଲାମ ନିଶ୍ଚୟ ଦିଅନ୍ତୁ। 📹 ପୂରା ଭିଡିଓ ଦେଖନ୍ତୁ କେବଳ RCN ODIA ରେ। #RCNODIA #Bhadrak #RathYatra #Jagannath #OdishaPolice #AnshumanDwibedi #PoliceService #OdishaNews #ViralNews #JaiJagannath

Bhadrak Rural, Bhadrak | Jul 18, 2026