ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର ବିପନ୍ନଙ୍କୁ ଭେଟି ବିଭାଗୀୟ ଅଧିକାରୀଙ୍କ ସହ କଥା ହେଉଛନ୍ତି। ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମୋଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି।
#citykhabarbhadrak
Bhadrak Rural, Bhadrak | Jul 28, 2026