ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ର ଆହ୍ୱାନ କ୍ରମେ ଶୁକ୍ରବାର ଦିନ ରୁ ୨ ଦିନିଆ ସାମୁହିକ ଗଣ ଧାରଣା ବାମରା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପରିସର ସମେତ ରାଜ୍ୟର ସମସ୍ତ କେନ୍ଦୁପତ୍ର ରେଞ୍ଜରେ ଆରମ୍ଭ ହୋଇଯାଇଛି । ଆନ୍ଦୋଳନରେ କେନ୍ଦୁପତ୍ର ତୋଳାଳୀ,ସିଜନଲ କର୍ମଚାରୀ,ବନ୍ଧେଇ ଶ୍ରମିକ,ସମେତ ଆନୁଷଙ୍ଗିକ ଶ୍ରମିକମାନେ ସାମିଲ ଅଛନ୍ତି।