ପୁରୀ: ବାତ୍ୟା ଅର୍ଣ୍ଣବ: ପୁରୀ ସମୁଦ୍ରକୂଳରେ ପୋଲିସର କଡ଼ା ପହରା ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ
Puri, Puri | Oct 28, 2026
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପୁରୀ ପୋଲିସ ସତର୍କ। ଏସ୍ପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସମୁଦ୍ରକୂଳ ଓ ସହରରେ ସୁରକ୍ଷା ଯାଞ୍ଚ ଜାରି। ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ନିବେଦନ।