ଝାରସୁଗୁଡା: ଝାରସୁଗୁଡ଼ା ସମଲେଶ୍ୱରୀ ମନ୍ଦିରରେ ମହା ସ୍ୱଚ୍ଛତା ଅଭିଯାନ
ଝାରସୁଗୁଡ଼ା ପୌରପାଳିକା ୮ ନମ୍ବର ୱାର୍ଡର ସମଲେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ହେଲା ମହା ସ୍ୱଚ୍ଛତା ଅଭିଯାନ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ମିଳିତ ପ୍ରୟାସରେ ସଫେଇ କାର୍ଯ୍ୟ ସହ ସାଧାରଣଙ୍କୁ ସ୍ୱଚ୍ଛତା ନେଇ ସଚେତନ କରାଯାଇଛି।