ନୂଆପଡା: ବିଦ୍ୟୁତ ସମସ୍ୟା: କୋମନାରେ ଟାଟା ପାୱାର ଅଫିସ ଘେରାଉ କଲେ ଗ୍ରାମବାସୀ
ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ରଜନା ଓ ଧୋର୍ଲାମୁଣ୍ଡା ପଞ୍ଚାୟତରେ ଦୀର୍ଘ ଦିନ ହେବ ବିଦ୍ୟୁତ ସମସ୍ୟା ଲାଗି ରହିଛି। ଏହାର ସମାଧାନ ଦାବିରେ ଗ୍ରାମବାସୀ ଟାଟା ପାୱାର ଅଫିସ ଘେରାଉ କରିବା ସହ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।