Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

କୁଚିଣ୍ଡା: କୁଚିଣ୍ଡା ଆଦିବାସୀ ଭବନ ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭିପି ସିଂଙ୍କ ସ୍ମୁତି ଦିବସ ପାଳିତ

Kochinda, Sambalpur | Nov 27, 2025
କୁଚିଣ୍ଡା ଆଦିବାସୀ ଭବନ ଠାରେ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁବାର ସନ୍ଧ୍ୟା ପାଞ୍ଚଟାରେ ପୁର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଙ୍ଗଙ୍କ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ବରିଷ୍ଠ ଶିକ୍ଷାବିତ ସୁବାସ ଚନ୍ଦ୍ର ନାୟକ ଉପସ୍ଥିତ ରହି ସ୍ୱର୍ଗତ ସିଙ୍ଗ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ,ଭାରତର ଅର୍ଥ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଭାବରେ ବିଭିନ୍ନ ଦେଶହିତକର କାର୍ଯ୍ୟ କରିଥିବା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପରିଷଦର ଉପ ସଭାପତି ସ୍ଵାଗତ ଭାଷଣ ସହ ଦିବସର ମହତ୍ତ୍ଵ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

MORE NEWS