ମାଲକାନଗିରି : ଅଯୋଧ୍ୟାରୁ ରାମେଶ୍ୱରମ୍: ସନ୍ଥ ସୀତାରମଣ ଦାସଙ୍କ ଅନନ୍ୟ ଆଧ୍ୟାତ୍ମିକ ପଦଯାତ୍ରା । ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଭୂମି ଅଯୋଧ୍ୟାରୁ ବାହାରିଛନ୍ତି ସନ୍ଥ ସୀତାରମଣ ଦାସ। ହାତରେ ଚିତ୍ରକୁଟର ମନ୍ଦାକିନୀ ଓ ପବିତ୍ର ଗଙ୍ଗା ନଦୀର ଜଳ, ଆଉ ମନରେ ଦୃଢ଼ ସଂକଳ୍ପ ୬୫ଟି ପବିତ୍ର ଶିବଲିଙ୍ଗରେ ଜଳାଭିଷେକ କରିବା।
#Malkangiri
Malkangiri, Malkangiri | Aug 10, 2026