ପୁରୀ: ବାତ୍ୟା ଅର୍ଣ୍ଣବ: ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ କଡ଼ାକଡ଼ି ସତର୍କତା
Puri, Puri | Oct 28, 2026
ବାତ୍ୟା ଅର୍ଣ୍ଣବ ପାଇଁ ପୁରୀ ବେଳାଭୂମିରେ ହାଇ ଆଲର୍ଟ। ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପୁରୀ ପୋଲିସ ପକ୍ଷରୁ ବାରଣ କରାଯାଇଛି। ସୁରକ୍ଷା ପାଇଁ ପୋଲିସର ପାଟ୍ରୋଲିଂ ଜାରି ରହିଛି।