Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ରାଉରକେଲା ମ୍ୟୁନିସିପାଲଟି: ବଡ଼ବିଲର ଆରତୀ ସ୍କୁଲ ଓ ଆରତୀ ନର୍ସିଙ୍ଗ ଛାତ୍ରୀମାନେ "ବିଶ୍ଵ AIDS ଦିବସ " ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି

ଡିସେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟାରୁ aprahn ୨ପର୍ଯ୍ୟନ୍ତ ଆରତୀ ନର୍ସିଂ ଛାତ୍ରୀମାନେ ତଥା ସ୍କୁଲର ଛାତ୍ରଛାତ୍ରୀମାନେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସହଯୋଗରେ AIDS ସଚେତନ ସମଗ୍ର ଅଞ୍ଚଳରେ ସଚେତନତା ସୃଷ୍ଟି କରିଛି, AIDS ସଚେତନ କାର୍ଯ୍ୟକ୍ରମ ଆରମ୍ବ ହୋଇ ବଡ଼ବିଲ ସ୍ୱାସ୍ଥ୍ୟ କେନ୍ଦ୍ରରୁ ହୋଇ ଛାତ୍ରଛାତ୍ରୀମାନେ ବିଭିନ୍ନ ଜାଗୃକତା ସ୍ଲୋଗାନ ଦେଇ ରାଲି କରିଥିଲେ, ସେମାନଙ୍କ ହାତରେ ପ୍ଲାକାର୍ଡ, ପୋଷ୍ଟର, ରଙ୍ଗୀନ ବ୍ୟାନର ଇତ୍ୟାଦିରେ AIDS ସଚେତନ ସ୍ଲୋଗାନମାନ dei ରାଲିକରିଥିଲେ.....