ଧର୍ମଶାଳା: ଯାଜପୁର ରୋଡ୍ କାଳୀପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବସିଲା ଉଚ୍ଚସ୍ତରୀୟ ବୈଠକ
ଯାଜପୁର ରୋଡ୍ରେ କାଳୀପୂଜା ଓ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ହୋଇଛି ସୁରକ୍ଷା ସମୀକ୍ଷା ବୈଠକ। ଏସ୍ପି ଯଶପ୍ରତାପ ଶ୍ରୀମାଳଙ୍କ ଅଧ୍ୟକ୍ଷତାରେ ପୂଜା ସମୟର ସୁରକ୍ଷା ଓ ଶୃଙ୍ଖଳା ନେଇ ଆଲୋଚନା ହୋଇଛି।