ଆସନ୍ତା ୮ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ଏହି ବନ୍ଦରେ କେଉଁ ସବୁ ପ୍ରତିଷ୍ଠାନ ଓ ସେବା ପ୍ରଭାବିତ ହେବ ଏବଂ କେଉଁ ସବୁ ଖୋଲା ରହିବ, ସେନେଇ ସମସ୍ତ ସୂଚନା ସ୍ପଷ୍ଟ କରିଛନ୍ତି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ କାନ୍ତ ମହାନ୍ତି.......|