Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl

ଧର୍ମଗଡ: ନୂଆପଡା ରାସ୍ତାରେ ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର, କୋକସରା ଡାକ୍ତରଖାନା ରେ ଭର୍ତ୍ତି।

Dharamgarh, Kalahandi | Jul 6, 2025
ଶନିବାର ବିଳମ୍ବିତ ରାତିରେ ରଘୁମଣି ସାଇକେଲ ରେ ଘରକୁ ଫେରୁଥିବା ବେଳେ ଗାଁ ନିକଟସ୍ଥ ନୂଆପଡା ରାସ୍ତାରେ ଭାଲୁ ହାବୁଡ଼ ର ଶିକାର ହୋଇଥିଲେ।ଗୁରୁତର ବ୍ୟକ୍ତି ଜଣକ ହେଲେ ଜୟପାଟଣା ବ୍ଲକ ପୁଝାରିଗୁଡା ଗ୍ରାମର ରଘୁମଣି ପାତ୍ର ବୋଲି ଜଣା ପଡିଛି। ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ରବିବାର ସକାଳ ୭ ଟା ରେ ଏ ସମ୍ପର୍କ ରେ ସୂଚନା ମିଳିଥିଲା।

MORE NEWS