ସଂସାର ଦେଖ୍, ଶରୀର ଦେଖ୍' ରିପୋର୍ଟ ଆମର, ନିଷ୍ପତ୍ତି ଆପଣଙ୍କର। ଏବେ ପୁଣି ଫେରିଲେଣି ସାରଥୀଙ୍କ ସତସଙ୍ଗ। ଲୋକେ ଭଜନରେ ମଜ୍ଜୁଛନ୍ତି, ପୂଜାର୍ଚ୍ଚନା କରୁଛନ୍ତି। ହେଲେ କିଛି ଲୋକ ଭିନ୍ନ ମତ ଦେଉଛନ୍ତି। ଆପଣଙ୍କ ମତ କମେଣ୍ଟ ବକ୍ସରେ ଦିଅନ୍ତୁ