Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ରାଇଘର: ନୀଳଗିରି ଜଙ୍ଗଲ ରୁ ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

Raighar, Nabarangpur | Dec 23, 2025
Place_ ଉମରକୋଟ Date _ 23.12.2025 ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦାସ୍ ପୂର୍ ଟୋଲା ଗ୍ରାମ ନିକଟସ୍ଥ ନୀଳଗିରି ଜଙ୍ଗଲ ରୁ ଆଜି ଦିବା 11 ଘଟିକା ସମୟରେ ଅଜଣା ବ୍ୟକ୍ତି ଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମୃତ ବ୍ୟକ୍ତି କିଏ ଏପର୍ଯ୍ୟନ୍ତ ସ୍ଵଷ୍ଟ ହୋଇନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣା ପଡିନାହିଁ । ଘଟଣା ସ୍ଥଳ କୁ ଅଗ୍ନିଶମ ବିଭାଗ ଯାଇ ନିଆ ଲିଭାଇଥିଲେ । ଘଟଣା ସ୍ଥଳ ରେ ରାଇଘର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।