Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ରାଇଘର: କାଠ ଖୁଣ୍ଟି ରେ ବିଦ୍ୟୁତ୍ ଯୋଗାଣ ଭୟରେ ଗ୍ରାମ ବାସୀ

Raighar, Nabarangpur | Dec 11, 2025
ବିଦୁତ୍ ବିଭାଗ ର ଖାମ୍ ଖିଆଲି, ବିପଦରେ ଗ୍ରାମବାସୀଙ୍କ ଜୀବନ। ଗାଁ ରେ ବିଜୁଳି ଅଛି ତାର ଲମ୍ବିଛି ପ୍ରତି ମାସରେ ବିଲ୍ ମଧ୍ୟ ପୈଠ କରାଯାଉଛି ହେଲେ ସିମେଣ୍ଟ ଖୁଣ୍ଟ ନୁହେଁ କି ଲୁହା ଖୁଣ୍ଟ ନୁହେଁ ଗ୍ରାମର ପ୍ରାୟତଃ ତାର ଲମ୍ବିଛି କାଠ ରେ ତିଆରି ଖୁଣ୍ଟ ରେ। ବର୍ଷ ବର୍ଷ ଧରି ଚାଲିଛି ବିଦୁତ୍ ବିଭାଗର ଅବହେଳା ରେ ବିଦୂତ୍ ସେବା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତି ହାଟଭରଣ୍ଡି ପଞ୍ଚାୟତ ଅନ୍ତର୍ଗତ ମାରିଗାଁ ଗ୍ରାମ ଠାରେ। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ପ୍ରାୟ ସମୟ ରେ ଏହି କାଠ ଖୁଣ୍ଟ ଗୁଡ଼ିକ ଭାଙ୍ଗି ପଡ଼ିଯାଉଛି,
ରାଇଘର: କାଠ ଖୁଣ୍ଟି ରେ ବିଦ୍ୟୁତ୍ ଯୋଗାଣ ଭୟରେ ଗ୍ରାମ ବାସୀ - Raighar News