ଜଗତର ନାଥ ଜଗନ୍ନାଥଙ୍କ ଚରଣରେ ଏ ଶିଶୁଭକ୍ତର ନିଷ୍ଠା ଓ ସମର୍ପଣ ଅତ୍ୟନ୍ତ ଭାବପୂର୍ଣ୍ଣ। ମହାପ୍ରଭୁଙ୍କ ରଥର ରଜ୍ଜୁ ଧରି ଟାଣୁଥିବା ଏହି କୋମଳ ଶିଶୁଟିର ଆଖିରେ ଓ ହୃଦୟରେ ଯେଉଁ ଭକ୍ତି ଅଛି, ତାହା ନିଶ୍ଚୟ ସେହି କାଳିଆଠାକୁରଙ୍କ ପାଖରେ ପହଞ୍ଚିବ।
#gtvnewsodisha #rathyatra #silkcity #Odisha #brahmapur
Ganjam, Ganjam | Jul 25, 2026