Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଗାନ୍ଧୀ ନଗର ସାଇ କମ୍ପ୍ଲେକ୍ସ ନିକଟରେ ରେ ଥିବା ଏକ ଦୋକାନରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ସୁଚନା। ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ #gtvnewsodisha #brahmapur #odisha #ganjam #silkcity

Ganjam, Ganjam | Jul 24, 2026

MORE NEWS

ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରଥାରୁଢ଼ ତିନି ଠାକୁରଙ୍କ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଲାଗିଥିଲା। 

#rathajatra #berhampur #jayjagannath #gtvnewsodisha

ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରଥାରୁଢ଼ ତିନି ଠାକୁରଙ୍କ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼ ଲାଗିଥିଲା। #rathajatra #berhampur #jayjagannath #gtvnewsodisha

Ganjam, Ganjam | Jul 25, 2026

ଜଗତର ନାଥ ଜଗନ୍ନାଥଙ୍କ ଚରଣରେ ଏ ଶିଶୁଭକ୍ତର ନିଷ୍ଠା ଓ ସମର୍ପଣ ଅତ୍ୟନ୍ତ ଭାବପୂର୍ଣ୍ଣ। ମହାପ୍ରଭୁଙ୍କ ରଥର ରଜ୍ଜୁ ଧରି ଟାଣୁଥିବା ଏହି କୋମଳ ଶିଶୁଟିର ଆଖିରେ ଓ ହୃଦୟରେ ଯେଉଁ ଭକ୍ତି ଅଛି, ତାହା ନିଶ୍ଚୟ ସେହି କାଳିଆଠାକୁରଙ୍କ ପାଖରେ ପହଞ୍ଚିବ।

#gtvnewsodisha #rathyatra #silkcity #Odisha #brahmapur

ଜଗତର ନାଥ ଜଗନ୍ନାଥଙ୍କ ଚରଣରେ ଏ ଶିଶୁଭକ୍ତର ନିଷ୍ଠା ଓ ସମର୍ପଣ ଅତ୍ୟନ୍ତ ଭାବପୂର୍ଣ୍ଣ। ମହାପ୍ରଭୁଙ୍କ ରଥର ରଜ୍ଜୁ ଧରି ଟାଣୁଥିବା ଏହି କୋମଳ ଶିଶୁଟିର ଆଖିରେ ଓ ହୃଦୟରେ ଯେଉଁ ଭକ୍ତି ଅଛି, ତାହା ନିଶ୍ଚୟ ସେହି କାଳିଆଠାକୁରଙ୍କ ପାଖରେ ପହଞ୍ଚିବ। #gtvnewsodisha #rathyatra #silkcity #Odisha #brahmapur

Ganjam, Ganjam | Jul 25, 2026

ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର। କାଳିଆର ଆଣ୍ଠୁରେ ବାଜିଛି ଗୁଳି। ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁ ମୁହିଁ ହୋଇଥିଲା କାଳିଆ। ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବ ଦେଇଥିଲା ପୁଲିସ। କାଳିଆର ଆଣ୍ଠୁରେ ବାଜିଛି ଗୁଳି। ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ଅଛି। ଏବେ ପୁରୁଷୋତ୍ତମପୁର ଥାନାର 3ଟି ମାମଲାରେ ଫେରାର ଥିଲା କାଳିଆ।

 #gtvnewsodisha #brahmapur #silkcity #ganjam #odisha

ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର। କାଳିଆର ଆଣ୍ଠୁରେ ବାଜିଛି ଗୁଳି। ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁ ମୁହିଁ ହୋଇଥିଲା କାଳିଆ। ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବ ଦେଇଥିଲା ପୁଲିସ। କାଳିଆର ଆଣ୍ଠୁରେ ବାଜିଛି ଗୁଳି। ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ଅଛି। ଏବେ ପୁରୁଷୋତ୍ତମପୁର ଥାନାର 3ଟି ମାମଲାରେ ଫେରାର ଥିଲା କାଳିଆ। #gtvnewsodisha #brahmapur #silkcity #ganjam #odisha

Ganjam, Ganjam | Jul 24, 2026