ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ 3 କୋଟିର ମାରିଜୁଆନା ଜବତ
Bhubaneswar, Khordha | Oct 20, 2026
ଭୁବନେଶ୍ୱର ବିମାନବନ୍ଦରରେ ବ୍ୟାଙ୍କକରୁ ଆସୁଥିବା ଇଣ୍ଡିଗୋ ବିମାନରୁ 8.5 କେଜି ମାରିଜୁଆନା ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ 3 କୋଟି ଟଙ୍କା। ଘଟଣାରେ 3 ଜଣ ଅଟକ ଥିବାବେଳେ DRI ଖୋଳତାଡ ଜାରି ରଖିଛି।