#ଆଶିର୍ବାଦ_ନର୍ସିଂହୋମରେ_ଅସ୍ତ୍ରୋପଚାରରେ_ମହିଳାଙ୍କ_ପେଟରେ_ରହି #ଗଲା_ଗଜ_କପଡା
ଅସ୍ତ୍ରୋପଚାର ସମୟରେ ଗର୍ଭବତୀ ମହିଳାଙ୍କ ପେଟରେ ରହିଗଲା ଗଜକପଡା, ଗୁରୁତର ହୋଇ ପଡିଲେ ମହିଳା, ବାରମ୍ବାର ପରିକ୍ଷା ନିରିକ୍ଷା କରି ୮ ମାସ ପରେ ପୁଣି ଅସ୍ତ୍ରୋପଚାର କରି ବାହାର କଲେ ପଚି ଯାଇଥିବା ଗଜ କପଡ଼ା,ଘଟଣା ଚପାଇ ଦେବାକୁ ଉଦ୍ୟମ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଠକିଦେଲେ ଡାକ୍ତରଖାନା କତ୍ତୃପକ୍ଷ,ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଆଶିର୍ବାଦ ନାମକ ଏକ ଘରୋଇ ନର୍ସିଂ ହୋମରେ
#Bharat_News_odia #CMO_Odisha #dmbaleswar #Jaleswar #cdmobaleswar