Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
बिहार
India
कांग्रेस
Gujarat
Accident
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Uttarpradesh
Haryana
Lucknow
subashdas8917614178
#ଲଙ୍ଗଳେଶ୍ୱର_ସ୍ୱାସ୍ଥ୍ୟ_କେନ୍ଦ୍ର_ରେ_ବର୍ଷା_ପାଣି_ଜମିବା_ଘଟଣା_ରେ #କଂଗ୍ରେସ_ତରଫରୁ_ରୁ_ରାସ୍ତା_ରୋକ_ଆନ୍ଦୋଳନ_ହେଇଥିଲା ତହସିଲଦାର ଙ୍କ ପ୍ରତିଶୃତି ପରେ ଧାରଣା ରୁ ପ୍ରତ୍ୟାହାର ହେଲେ କଂଗ୍ରେସ ନେତା | #Langaleswar #hospital #cdmobaleswar #CMOOdisha #Bharat_News_odia
Singla, Balasore
| Sep 26, 2026
#ଲଙ୍ଗଳେଶ୍ୱର_ସ୍ୱାସ୍ଥ୍ୟ_କେନ୍ଦ୍ର_ରେ_ବର୍ଷା_ପାଣି_ଜମିବା_ଘଟଣା_ରେ
#କଂଗ୍ରେସ_ତରଫରୁ_ରୁ_ରାସ୍ତା_ରୋକ_ଆନ୍ଦୋଳନ_ହେଇଥିଲା
#langaleswar
#hospital
#cdmobaleswar
#cmoodisha
#bharat_news_odia
MORE NEWS
ବାଲିଆପାଳ ରେ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ସମୟରେ ଯାତ୍ରା ପରିବେଷଣ ତୁଳସୀ ଗଣନାଟ୍ୟ ପରିବେଷଣ କରିବା କେତେ ଠିକ ଆପଣ ମାନେ ମତା ମତ ଦିଅନ୍ତୁ #Bharat_News_odia #Baliapal #jatra #tulasigananatya
Singla, Balasore | Sep 28, 2026
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବନ୍ୟା ଯୋଗୁଁ ଜଳମଗ୍ନ ରାସ୍ତାରେ ରିକ୍ସା ଯୋଗେ ଜଣେ ରୋଗୀଙ୍କୁ ହସ୍ପିଟାଲ ନିଆଯାଇଛି। ବାରମ୍ବାର ବନ୍ୟା ଯୋଗୁଁ ମୁଖ୍ୟ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୁଣ୍ଢମାରୀ ଗାଁରେ ସମ୍ପର୍କୀୟଙ୍କ ଘରେ ରହୁଥିବା ଗୀତାଞ୍ଜଳି ଧଳ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚାରିଆଡ଼େ ବନ୍ୟାଜଳ ଘେରି ରହିଥିବାରୁ ତାଙ୍କୁ ରିକ୍ସାରେ ବନ୍ୟାଜଳ ଭିତର ଦେଇ ହସ୍ପିଟାଲ ନିଆଯାଇଥିଲା। ବାରମ୍ବାର ବନ୍ୟାରେ ରାସ୍ତା ନଷ୍ଟ ହେଉଥିବାରୁ ଶୀଘ୍ର ରାସ୍ତା ମରାମତି ଓ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Singla, Balasore | Sep 28, 2026
#ଆଶିର୍ବାଦ_ନର୍ସିଂହୋମରେ_ଅସ୍ତ୍ରୋପଚାରରେ_ମହିଳାଙ୍କ_ପେଟରେ_ରହି #ଗଲା_ଗଜ_କପଡା ଅସ୍ତ୍ରୋପଚାର ସମୟରେ ଗର୍ଭବତୀ ମହିଳାଙ୍କ ପେଟରେ ରହିଗଲା ଗଜକପଡା, ଗୁରୁତର ହୋଇ ପଡିଲେ ମହିଳା, ବାରମ୍ବାର ପରିକ୍ଷା ନିରିକ୍ଷା କରି ୮ ମାସ ପରେ ପୁଣି ଅସ୍ତ୍ରୋପଚାର କରି ବାହାର କଲେ ପଚି ଯାଇଥିବା ଗଜ କପଡ଼ା,ଘଟଣା ଚପାଇ ଦେବାକୁ ଉଦ୍ୟମ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଠକିଦେଲେ ଡାକ୍ତରଖାନା କତ୍ତୃପକ୍ଷ,ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଆଶିର୍ବାଦ ନାମକ ଏକ ଘରୋଇ ନର୍ସିଂ ହୋମରେ #Bharat_News_odia #CMO_Odisha #dmbaleswar #Jaleswar #cdmobaleswar
Singla, Balasore | Sep 27, 2026
#ଜଳକା_ନଦୀରେ_ବନ୍ୟାର_ବିଭୀଷିକା! #ବନ୍ୟାଜଳରେ_ଉବୁଟୁବୁ_ନଦୀକୂଳିଆ_ଅଞ୍ଚଳ ବଢ଼ିଚାଲିଛି ଜଳକା ନଦୀର ଜଳସ୍ତର। ବନ୍ୟାଜଳ ଘରେ ପଶିବା ପରେ ଘର ଭିତରେ ଲହଡ଼ି ମାରୁଛି ପାଣି। ଚାରିଆଡ଼େ ଜଳମଗ୍ନ ପରିସ୍ଥିତି, ଭୟ ଓ ଆତଙ୍କରେ ନଦୀକୂଳିଆ ଲୋକେ। #Bharat_News_odia #Basta #Baliapal #baleswar #floodwaterrestoration
Singla, Balasore | Sep 26, 2026
Singla, Balasore | Sep 26, 2026
Singla, Balasore | Sep 26, 2026
#ବ୍ରାହ୍ମଣଦା_ପଞ୍ଚାୟତରେ_ରିଲିଫ_ଚାଉଳ_ହେରଫେର_ଅଭିଯୋଗ #ମୁଣ୍ଡପିଛା_୨୦୦_ଗ୍ରାମ_ଚାଉଳ_କାଟୁଥିବା_ଅଭିଯୋଗ ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତରେ ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ, ମୁଣ୍ଡପିଛା ୨୦୦ ଗ୍ରାମ ଚାଉଳ କମ୍ ଦିଆଯାଉଥିବା ଅଭିଯୋଗ #Basta #bdobasta #CMOOdisha #SubasiniJena #pratapsadangi #bramanada #Bharat_News_odia
Singla, Balasore | Sep 26, 2026
ବାଲିଆପାଳ ତହସିଲଦାର ଙ୍କ ପ୍ରତିଶୃତି ପରେ ରାସ୍ତାରୁ ଉଠିଲେ କଂଗ୍ରେସ ର ଆନ୍ଦୋଳନକାରୀ #Langaleswar #hospital #roadclose
Singla, Balasore | Sep 26, 2026