ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଭିତରେ ଜଣେ ହିନ୍ଦୁ ଯୁବତୀଙ୍କ ସହ ସଂଖ୍ୟା ଲଘୁ ଯୁବକ ପ୍ରବେଶ କରିବାକୁ ନେଇ ଉତ୍ତେଜନ l ପ୍ରକାଶ ପାଇଛି ନିକଟରେ ଥିବା ସାଇକେଲ ଷ୍ଟାଣ୍ଡ କର୍ମଚାରୀଙ୍କ ଫୋନ ପେ ରୁ ଯୁବକ ଜଣକ ସଂଖ୍ୟା ଲଘୁ ବୋଲି ଜାଣିବାକୁ ପାଇ ଥିଲେ। ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଯୁବକଙ୍କ ଘର ଇଜାପୁର ଅଞ୍ଚଳରେ ଏସ କେ ମସଗୁଲ ବୋଲି ଜଣାପଡିବାରୁ ମନ୍ଦିର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଟାଉନ ପୁଲିସ ପହଂଚି ପୁଅ ଓ ଝିଅଙ୍କୁ ଟାଉନ ଥାନାକୁ ନେଇଛନ୍ତି l